www.samajalive.in
Sunday, December 7, 2025
26.1 C
Bhubaneswar

ମହିଳା ଓ କିଶୋରୀ ବାଳିକାଙ୍କ ନେତୃତ୍ୱ ବିକାଶ ତାଲିମ ଶିବିର

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତର ଗିରିଆଗୁଡା ଠାରେ ହଂସ ଫାଉଣ୍ଡସନ ସହାୟତାରେ ଲୁଥେରାନ ୱାରର୍ଡ ସର୍ବିସ ଇଣ୍ଡିଆ ଷ୍ଟ୍ରଷ୍ଟ ପକ୍ଷରୁ ମହିଳା ଓ କିଶୋରୀ ବାଳିକାଙ୍କ ନେତୃତ୍ୱ ବିକାଶ ତାଲିମ ଶିବିର ଅନୁଷ୍ଠିତ ହୋଇଛି । ଏଥିରେ ୬ଟି ରାବୁଗୁଡା ,ଜାମପଦର , ଗିରିଆଗୁଡା, ଟାମକଶିଳା କଂସାରିଖାଲ,କେଶବନାଇଗୁଡା ଗ୍ରାମର ଆଦିବାସୀ ଡଙ୍ଗରିଆ ମହିଳା ମାନଙ୍କୁ ନେଇ ବିଭିନ୍ନ ବିଷୟରେ ତାଲିମ ଦିଆଯାଇଛି । ଓଡିଶା ଜୀବିକା ମିଶନ ଶକ୍ତିର ବ୍ଲକ ପ୍ରୋଗ୍ରାମ ଅଧିକାରୀ ଏମ ଏଫ କରିମ , ପ୍ରତିମା ସେନାପତି ଉପସ୍ଥିତ ମହିଳାଙ୍କୁ ଦୁଇଦିନ ଧରି ବିଭିନ୍ନ ପ୍ରକାରର ତାଲିମ ପ୍ରଦାନ କରାଯାଇଛି । ଏଥିରେ ମୁଖ୍ୟତଃ ବାଲ୍ୟ ବିବାହ କିପରି ରୋକା ଯାଇପାରିବ କହିଥିଲେ। ଏହାକୁ ଅଙ୍ଗନବାଡି କର୍ମୀ ରିତା ରାଣୀ ପଣ୍ଡା ସହଯୋଗ କରିଥିଲେ ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories