www.samajalive.in
Sunday, December 7, 2025
18.1 C
Bhubaneswar

ଭାରସାମ୍ୟ ହରାଇ ଓଲଟିଲା ପିକ୍‌ଅପ୍‌ ଗାଡ଼ି

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକରେ ପୋଲମା ପଞ୍ଚାୟତର କୁସୁବେଟି ଛକ ନିକଟରେ ବାଇକକୁ ସାଇଡ ଦେବା ବେଳେ ମ୍ୟାକ୍ସ ପିକ୍‌ଅପ୍‌ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡିଛି। କଲ୍ୟାଣସିଂହପୁର ଦେବଗିରି ଯାତ୍ରା ସାରି ଶୁକ୍ରବାର ସକାଳୁ ଥେରୁବାଲି ଦେଇ ଯାଉଥିବା ବେଳେ କୁସୁବେଟି ଛକ ନିକଟରେ ଏକ ବାଇକକୁ ସାଇଡ ଦେବା ବେଳେ ଗାଡ଼ିଟି ଓଲଟି ପଡିଛି। ଯାହାଫଳରେ ଗାଡ଼ିରେ ଥିବା ଜିନିଷ ପତ୍ର ଫିଙ୍ଗି ହୋଇଯାଇଥିଲା କିନ୍ତୁ ଗାଡ଼ିରେ ଥିବା ଚାଳକ ଓ ଲୋକଙ୍କୁ କିଛି ହୋଇନଥିବା ଜଣାପଡିଛି। ଗାଡ଼ିଟି ଯାଜପୁର ଜିଲାର ବୋଲି ଜଣାପଡିଛି। ଖବର ପାଇ ସ୍ଥାନୀୟ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories