www.samajalive.in
Friday, December 12, 2025
26.1 C
Bhubaneswar

ଛାତ୍ରୀଙ୍କ ମୃତ୍ୟୁପରେ ଦେବଗିରି କୁଣ୍ଡ ସଫେଇ କଲେ ପ୍ରଶାସନ ଓ କମିଟି

କଲ୍ୟାଣସିଂହପୁର – ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ରେ ଥିବା ଐତିହାସିକ ପ୍ରସିଦ୍ଧ ଶୈବପୀଠ ରେ ଥିବା କୁଣ୍ଡରେ ଛାତ୍ରୀ ଆତ୍ମହତ୍ୟା କରିବାପରେ ଗୁରୁବାରରେ ପ୍ରଶାସନ ପକ୍ଷରୁ ସଫେଇ କରୁଥିବା ଦେଖିବାକୁ ମିଳିଛି । ଉକ୍ତ କୁଣ୍ଡର ପାଣି ପୂଜକ ନେଇ ଶିବଙ୍କ ନୀତିକାନ୍ତି କରି ଆସୁଥିଲେ । ପରେ ଜଣେ ଛାତ୍ରୀ ପରୀକ୍ଷାରେ ଭଲ ନହେବାରୁ ସେଠାରୁ ଡେଇଁ ଆତ୍ମହତ୍ୟା କରିଥିଲେ ।

କୁଣ୍ଡରୁ ସମସ୍ତ ପାଣି ନିଷ୍କାସନ କରାଯିବା ପରେ ପରବର୍ତ୍ତୀ ସମୟରେ ପୂଜାପାଠ କରାଯାଇ ସେହି କୁଣ୍ଡକୁ ସିଦ୍ଧି କରାଯିବ ବୋଲି ବିଡ଼ିଓ ସୁନୀଲ ଖରା ଓ କ ଜୋନ ର ଜିଲ୍ଲା ପରିଷଦ ସଦସ୍ୟ ବାରାଟମ ୱାରା ପ୍ରସାଦ ରାଓ କହିଛନ୍ତି ।ଏହି ସମୟରେ ଦେବଗିରି ମୁଖ୍ୟ ପୂଜକ ଗଙ୍ଗା ପୂଜାରୀ, ବିଡିଓ ସୁନୀଲ ଖରା ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

Related Articles

Popular Categories