www.samajalive.in
Saturday, December 6, 2025
15.1 C
Bhubaneswar

୮ ଆନ୍ତଃରାଜ୍ୟ ଲୁଟେରା ଗିରଫ, ସାଢ଼େ ୩ କୋଟି ଜବତ

ସମାଜ ଡିଜିଟାଲ ଡେସ୍କ: କଳାହାଣ୍ଡି ପୁଲିସ ୮ ଆନ୍ତଃରାଜ୍ୟ ଲୁଟେରାଙ୍କୁ ଗିରଫ କରିଛି। ବିଭିନ୍ନ ଅଞ୍ଚଳରେ ଏହି ଲୁଟେରାମାନେ ଲୁଟ୍‌ ଓ ରାହାଜାନି କରୁଥିଲେ। ସେମାନଙ୍କଠାରୁ ପୁଲିସ ନଗଦ ସାଢ଼େ ୩ କୋଟି ଟଙ୍କା ଜବତ କରିଛି। ଧର୍ମଗଡ଼ରେ ହୋଇଥିବା ଏକ ଡକାୟତି ଘଟଣାରେ ଏମାନେ ସମ୍ପୃକ୍ତ ଥିବା ପୁଲିସ କହିଛି। ସମସ୍ତ ଲୁଟେରାଙ୍କ ଘର ଝାଡ଼ଖଣ୍ଡରେ ବୋଲି ଜଣାପଡ଼ିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories