କଳାବଡ଼ିଆ : ସାରା ଦେଶ ଲକ ଡାଉନ ଥିବାବେଳେ ବିଭିନ୍ନ ହୋଟେଲ ଏବଂ ଢ଼ାବା ଗୁଡିକ ବନ୍ଦ ରହିଛି । ଏହି ପରିସ୍ଥିତିରେ ଅତ୍ୟାଵଶ୍ୟକ ସାମଗ୍ରୀ ନେଇ ଆସୁଥିବା ଟ୍ରକର ଡ୍ରାଇଭର ଓ ହେଲପର ମାନଙ୍କୁ ବାଙ୍ଗରିପୋଷୀ ଥାନା ଅଧିକାରୀ ଓ ସ୍ଥାନୀୟ ଖଇରୀ ରିସୋଟର କର୍ମଚାରୀ ମାନେ ଟ୍ରକ ଖାଦ୍ୟ ଦେଉଥିବାର ଦେଖିବାକୁ ମିଳିଥିଲା । ଏହିପରି କାର୍ଯ୍ୟକୁ ଅଞ୍ଚଳର ସମସ୍ତେ ଥାନା ଅଧିକାରୀ ଓ ଖଇରୀ ରିସୋଟରଙ୍କୁ ପ୍ରଶଂସା କରିଛନ୍ତି ।
Popular Categories



