www.samajalive.in
Saturday, December 6, 2025
15.1 C
Bhubaneswar

ବାପା ହେବେ କ୍ରିକେଟର୍‌ କେ ଏଲ୍‌ ରାହୁଲ୍‌, ମାଆ ହେବେ ଆଥିୟା; ପ୍ରଶଂସକଙ୍କୁ ଦେଲେ ଖୁସି ଖବର..

ମୁମ୍ବାଇ : ମାଆ ହେବେ ଆଥିୟା ଶେଟ୍ଟୀ ଓ ବାପା ହେବେ କ୍ରିକେଟର୍‌ କେ ଏଲ୍‌ ରାହୁଲ। ଏନେଇ ଅଭିନେତ୍ରୀ ଆଥିୟା ଶେଟ୍ଟୀ ଓ କେ ଏଲ୍‌ ରାହୁଲ୍‌ ସୋସିଆଲ ମିଡିଆରେ ପ୍ରଶଂସକଙ୍କୁ ଖୁସି ଖବର ଦେଇଛନ୍ତି। ଆଥିୟା ପୋଷ୍ଟ ଶେୟାର କରି ମା’ ହେବାକୁ ଯାଉଥିବା କଥା ଲେଖିଛନ୍ତି । ରାହୁଲ୍‌ ମଧ୍ୟ ପୋଷ୍ଟରେ ଲେଖିଛନ୍ତି, ଆମକୁ ସୁନ୍ଦର ଆଶୀର୍ବାଦ ଖୁବ୍‌ଶୀଘ୍ର ଆସୁଛି, ୨୦୨୫ । ବଲିଉଡ଼ ଅଭିନେତା ସୁନୀଲ ଶେଟ୍ଟୀଙ୍କ ଝିଅ ଆଥିୟା ଶେଟ୍ଟୀ ଓ କେ ଏଲ୍‌ ରାହୁଲ୍‌ ୨୦୨୩ ଜାନୁଆରୀ ୨୩ରେ ବିବାହ କରିଥିଲେ। ଆଥିୟା ୨୦୧୫ ମସିହାରେ ‘ହିରୋ’ ଫିଲ୍ମ ଜରିଆରେ ବଲିଉଡରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ।

ନଭେମ୍ବର ୨୪ରେ ଏମାନଙ୍କୁ ମିଳିବ ‘ସୁଭଦ୍ରା’ ଟଙ୍କା- ଉପମୁଖ୍ୟମନ୍ତ୍ରୀ

- Advertisement -

୧୫ ନଭେମ୍ବରରେ ଶନି ଚଳନ ; ଏହି ୫ ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା..

ଦେଖନ୍ତୁ ଭିଡିଓ; ଶୋଇଥିଲେ ମହିଳା, ଚଢିଲା ବିରାଟକାୟ ନାଗ, ଆଉ ତା’ପରେ..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories