www.samajalive.in
Saturday, December 6, 2025
16.1 C
Bhubaneswar

ଲାଇଭ୍ ଭିଡିଓ କରି ଆତ୍ମହତ୍ୟା କଲେ ସାମ୍ବାଦିକା

ଭୁବନେଶ୍ବର : ସାମାଜିକ ଗଣମାଧ୍ୟମରେ ଲାଇଭ୍ ଭିଡିଓ କରିବା ପରେ ଜୀବନ ହାରିଲେ ସାମ୍ବାଦିକା । ବାପୁଜୀନଗର ନିକଟ ଟ୍ରେନ୍ ଲାଇନ୍ କଡରୁ ସାମ୍ବାଦିକାଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ । ମୃତ ସାମ୍ବାଦିକାଙ୍କ ନାଁ ମଧୁସ୍ମିତା ବୋଲି ଜଣା ପଡିଛି । ସେ ଏକ ଓ୍ବେବ ଚ୍ୟାନେଲରେ କାମ କରନ୍ତି ।  ୫ ମାସ ତଳେ ସେ ପ୍ରେମ ବିବାହ କରିଥିଲେ । ତେବେ ଅନ୍ୟ ଝିଅଙ୍କ ସହ ତାଙ୍କ ସ୍ବାମୀଙ୍କ ସମ୍ପର୍କ ଥିବା ସେ ଭିଡିଓରେ କାନ୍ଦି କାନ୍ଦି ଉଲ୍ଲେଖ କରିଛନ୍ତି । ଏହା ପରେ ସେ ଟ୍ରେନ୍ ଲାଇନରେ ଆତ୍ମହତ୍ୟା କରିଛନ୍ତି । ମୃତଦେହ ଜବତ କରି ଅଧିକ ଖୋଳତାଡ ଜାରି ରଖିଛି ପୁଲିସ ।

ଖଣ୍ଡା ବୁଲାଇଲେ ଦୁର୍ବୃତ୍ତ, ଗାଡି ଭାଙ୍ଗିଲେ

Hot this week

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

Related Articles

Popular Categories