ଯୋଗିନୀ ଏକାଦଶୀ କ’ଣ ଓ କିପରି କରିବେ ଏହି ବ୍ରତ!

0

ପ୍ରତି ମାସରେ ଏକାଦଶୀ ପଡିଥାଏ। କିନ୍ତୁ ଯୋଗିନୀ ଏକାଦଶୀର ବିଶେଷ ମହତ୍ତ୍ବ ରହିଛି। ଆଷାଢ ମାସ କୃଷ୍ଣ ପକ୍ଷରେ ପଡେ ଯୋଗିନୀ ଏକାଦଶୀ।  ଆଜି ହେଉଛି ଯୋଗିନୀ ଏକାଦଶୀ। ତେବେ ଜାଣନ୍ତୁ ଯୋଗିନୀ ଏକାଦଶୀ ବ୍ରତ କିପରି ପାଳନ କରିବେ।

ଏହି ଦିନ ଉପବାସ କରିବା ସହ ଦିନ ମଧ୍ୟରେ ଗୋଟିଏ ସମୟରେ ଫଳ ଖାଆନ୍ତୁ।

ଏହି ଦିନ ବ୍ରହ୍ମଚର୍ଯ୍ୟା ପାଳନ କରିବା ଉଚିତ୍।

prayash

ସ୍ନାନ କରି ଭଗବାନ ବିଷ୍ଣୁଙ୍କ ଆରଧାନା କରନ୍ତୁ।  

ଭଗବାନ ବିଷ୍ଣୁଙ୍କୁ ପଞ୍ଚାମୃତରେ ସ୍ନାନ କରାନ୍ତୁ। ଏହି ସ୍ନାନ ଜଳକୁ ପରିବାର ସମସ୍ତ ସଦସ୍ୟଙ୍କ ଉପରେ ଛିଞ୍ଚି ଦିଅନ୍ତୁ।

ଯଦି ସମ୍ଭବ ହେଉଛି ଭଗବାନ ବିଷ୍ଣୁଙ୍କ ମହାମନ୍ତ୍ର ଜପ କରନ୍ତୁ ।

kalyan agarbati
Leave A Reply