www.samajalive.in
Friday, December 5, 2025
26.1 C
Bhubaneswar

ବାଇଡେନ୍‌ଙ୍କୁ କ୍ୟାନ୍‌ସର

ନୂଆଦିଲ୍ଲୀ : ବାଇଡେନ୍‌ଙ୍କୁ କ୍ୟାନ୍ସର। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜୋ-ବାଇଡେନ୍ ଙ୍କୁ କ୍ୟାନ୍ସର ହୋଇଥିବା ସୂଚନା ମିଳିଛି। ତାଙ୍କର ପରିସ୍ରା ପରୀକ୍ଷା କରାଯିବା ପରେ ତାଙ୍କୁ କ୍ୟାନ୍ସର ହୋଇଛି ବୋଲି ଜଣାପଡିଛି। ପ୍ରୋଷ୍ଟେଟ୍ କ୍ୟାନ୍ସରରେ ବାଇଡେନ୍ ପୀଡିତ ଅଛନ୍ତି। ମାରାତ୍ମକ କ୍ୟାନ୍ସର ବାଇଡେନଙ୍କ ହାଡକୁ ମଧ୍ୟ ବ୍ୟାପୀଯାଇଥିବା ଅନୁମାନ କରାଯାଉଛି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories