ଝାରସୁଗୁଡାରେ ଗୃହମନ୍ତ୍ରୀ ଅମିତ ଶାହା

ଝାରସୁଗୁଡା : ଝାରସୁଗୁଡାରେ ଗୁରୁବାର ପହଞ୍ଚି ସାରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ସେଠାରୁ ଗୃହମନ୍ତ୍ରୀ ହେଲିକପ୍ଟର ଯୋଗେ ସୋନପୁର ଯିବେ। ସୋନପୁରରେ ଜନସଭାକୁ ସମ୍ବୋଧିତ କରିବେ ଗୃହମନ୍ତ୍ରୀ ଅମିତ ଶାହା।

୩୦ ତାରିଖ ପର୍ଯ୍ୟନ୍ତ ଆକାଶରୁ ନିଆଁ ବର୍ଷିବ ; ଏସବୁ ଜିଲାକୁ ସତର୍କ ସୂଚନା ଜାରି..

Comments are closed.