ଅପରାହ୍ଣ ୪ଟା ମୁଖ୍ୟ ଖବର

କାଲି ଠାରୁ ରାଜ୍ୟରେ ହେବ ପ୍ରବଳ ଗ୍ରୀଷ୍ମପ୍ରବାହ..

୨୬ରେ ୯ ଜିଲାକୁ ରେର୍ଡ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ..

୨୭ ତାରିଖରେ ୧୫ ଜିଲାକୁ ରେର୍ଡ ଆଲର୍ଟ ଜାରି..

୨୮ ଓ ୨୯ ତାରିଖରେ ୩୦ ଜିଲାକୁ ଅରେଞ୍ଜ ଆଲର୍ଟ ଜାରି..

୩୦ ତାରିଖ ପର୍ଯ୍ୟନ୍ତ ଆକାଶରୁ ନିଆଁ ବର୍ଷିବ..

ଶିମିଳିପାଳ ଜଙ୍ଗଲ ନିଆଁ ଜଗିବ ଏଆଇ କ୍ୟାମେରା..

ପାଟନାରେ ଭୟଙ୍କର ଅଗ୍ନିକାଣ୍ଡ ; ୬ ମୃତ,୧୫ ଆହତ..

ମେ ୧ରୁ ଏହି ୫ ରାଶିଙ୍କ ବଦଳିବ ଭାଗ୍ୟ ; ଗ୍ରହଙ୍କ ପରିବର୍ତ୍ତନ ଦେଉଛି ସଙ୍କେତ..

ପ୍ରଚଣ୍ଡ ତାତି,ଅହସ୍ୟ ଗରମରେ ଛଟପଟ ରାଜ୍ୟବାସୀ..

ଗୁରୁବାର ସାଢେ ୨ଟା ସୁଦ୍ଧା ୪୩ ଡିଗ୍ରୀ ତାପମାତ୍ରା ଟପିଥିବା ରେକର୍ଡ..

ପ୍ରକାଶ ପାଇଲା ଜେଇଇ ମେନ ସେସନ୍-୨ ରେଜଲ୍ଟ: ୫୬ ଜଣ ପରୀକ୍ଷାର୍ଥୀ ରଖିଛନ୍ତି ଶହେ ପ୍ରତିଶତ ନମ୍ବର..

ବୌଦ୍ଧ କଣ୍ଟାମାଳ ଥାନା ପଢେଲ ଡ୍ୟାମ୍ ନିକଟ ଜଙ୍ଗଲରେ ସୁରକ୍ଷାକର୍ମୀ-ମାଓବାଦୀ ମୁହାଁମୁହିଁ: ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଦୁଇ ମାଓବାଦୀ ନିହତ..

କ’ଣ କହେ ହସ୍ତରେଖା? ଜାଣନ୍ତୁ, ଆପଣଙ୍କ ହେବ ପ୍ରେମ ନା ପ୍ରସ୍ତାବିତ ବିବାହ, କେମିତି କଟିବ ବୈବାହିକ ଜୀବନ..

Comments are closed.