ମେ ୧ରୁ ଏହି ୫ ରାଶିଙ୍କ ବଦଳିବ ଭାଗ୍ୟ ; ଗ୍ରହଙ୍କ ପରିବର୍ତ୍ତନ ଦେଉଛି ସଙ୍କେତ..

ବୈଶାଖ କୃଷ୍ଣପକ୍ଷ ଅଷ୍ଟମୀ ତିଥି ୧ ମେ ୨୦୨୪ ବୁଧବାର ଦିନ ସକାଳ ୯ଟା୫୦ରେ ଦେବ ଗୁରୁ ବୃହସ୍ପତି ନିଜର ମିତ୍ର ଗ୍ରହ ମଙ୍ଗଳଙ୍କ ରାଶି ମେଷ ରାଶି ଛାଡି ଶୁକ୍ରଙ୍କ ରାଶି ବୃଷରେ ପ୍ରବେଶ କରିବେ। ବୃହସ୍ପତିଙ୍କ ଏହି ପରିବର୍ତ୍ତନ ଶୁଭଫଳ ପ୍ରଦାନ କରିବ। କ’ଣ କହେ ହସ୍ତରେଖା? ଜାଣନ୍ତୁ, ଆପଣଙ୍କ ହେବ ପ୍ରେମ ନା ପ୍ରସ୍ତାବିତ ବିବାହ, କେମିତି କଟିବ ବୈବାହିକ ଜୀବନ.. ବୃହସ୍ପତିଙ୍କ ଏହି ପରିବର୍ତ୍ତନରେ ମେଷ, ବୃଷ, କର୍କଟ,ସିଂହ, କନ୍ୟା, ବିଛା, … Continue reading ମେ ୧ରୁ ଏହି ୫ ରାଶିଙ୍କ ବଦଳିବ ଭାଗ୍ୟ ; ଗ୍ରହଙ୍କ ପରିବର୍ତ୍ତନ ଦେଉଛି ସଙ୍କେତ..