ଜୟପୁର : କୋରାପୁଟ ଜିଲା ଜୟପୁରର ରାଞ୍ଚି ବିଜୟୱାଡ଼ା କରିଡ଼ୋର ରାସ୍ତାକୁ ସ୍ଥାନୀୟ ବାସୀନ୍ଦା ଅବରୋଧ କରିଛନ୍ତି। ସୂଚନା ଅନୁସାରେ, ମଦ ଦୋକାନ ବନ୍ଦ କରିବା ଦାବିରେ ୧୫ ନମ୍ବର ୱାର୍ଡ଼ ବାସୀନ୍ଦା ଜଳାପୋଡ଼ା କରି ରାସ୍ତା ରୋକ କରିଛନ୍ତି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଘଟଣାସ୍ଥଳରେ ପୁଲିସ ମୁତୟନ କରାଯାଇଛି।
Popular Categories



