ଜାମ୍ମୁକାଶ୍ମୀର ମୁଖ୍ୟମନ୍ତ୍ରୀଙ୍କ ଟୁଇଟ୍‌

0

ଭୁବନେଶ୍ୱର: ଜାମ୍ମୁକାଶ୍ମୀର ମୁଖ୍ୟମନ୍ତ୍ରୀ ମେହମେହବୁବ୍‌ ମୁଫ୍‌ତି ଏମ୍‌ସ ଛାତ୍ର ସୋହେଲଙ୍କ ନିଖୋଜ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହଯୋଗ ଲୋଡିଛନ୍ତି। ଜାମ୍ମୁକାଶ୍ମୀରର ମୁଖ୍ୟମନ୍ତ୍ରୀ ମେହେବୁବା ଏନେଇ ସୋମବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍‌ କରି ସୋହେଲଙ୍କୁ କିଏ ଓଡ଼ିଶାରେ ଅପହରଣ କରିଥିବା ନେଇ ସେ ଜାଣିବାକୁ ପାଇଛନ୍ତି। ଏଥିପାଇଁ ସେ ସୋହେଲଙ୍କୁ ଖୋଜିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ନିବେଦନ କରିଛନ୍ତି।

Leave A Reply