www.samajalive.in
Saturday, December 6, 2025
16.1 C
Bhubaneswar

ମନ୍ତ୍ରୀ ପ୍ରୀତି ରଂଜନଙ୍କ କରକମଳରେ କ୍ୟାଣ୍ଟିନ ଶିଳାନ୍ୟାସ

ଯାଜପୁର : ପ୍ରତିଦିନ ବ୍ଲକ, ତହସିଲ ଏବଂ ଦାନଗଦୀ ମେଡିକାଲକୁ ଶତାଧିକ ଲୋକ ଆସୁଛନ୍ତି। ସେହି ଲୋକ ମାନଙ୍କୁ ଉଚିତ ମୂଲ୍ୟରେ ମଧ୍ୟାହ୍ନ ଭୋଜନ ଯୋଗାଇ ଦେବା ଲାଗି ଦାନଗଦୀ ବ୍ଲକ କାର୍ୟ୍ୟାଳୟ ପରିସରରେ କ୍ୟାଣ୍ଟିନ ପ୍ରତିଷ୍ଠା ହେବ। ସେହି କ୍ୟାଣ୍ଟିନର ଗୃହ ଶିଳାନ୍ୟାସ କରିଛନ୍ତି ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇ। କ୍ୟାଣ୍ଟିନର ପରିଚାଳନା ଦାୟିତ୍ୱ ମହିଳା ମାନଙ୍କୁ ପ୍ରଦାନ କରାଯିବ। ଉକ୍ତ କାର୍ୟ୍ୟକ୍ରମରେ ଦାନଗଦି ବ୍ଲକ ବିଡ଼ିଓ ଶାରଦା ପ୍ରସନ୍ନ ପଣ୍ଡା ,ବ୍ଲକ ଅଧକ୍ଷା ଅର୍ଚନା ଦାସ ଓ ଉପାଧକ୍ଷ ଅଜୟ ବିନ୍ଧାଣି, ବିଧାୟକଙ୍କ ପ୍ରତିନିଧି ପ୍ରଦୀପ କୁମାର ମହାନ୍ତି ସମେତ ବହୁ ଜନ ପ୍ରତିନିଧି ଉପସ୍ଥିତ ଥିଲେ।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories