ଯାଜପୁର : ୬ ବର୍ଷ ଶିଶୁପୁତ୍ରର ମୃତଦେହ ଉଦ୍ଧାର ଘଟଣାରେ ୫ ଗିରଫ। ଧର୍ମଶାଳା ପୁଲିସ୍ ବାପା ସମେତ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ବାପା, ବଡ ବାପା, ବଡ ମାଆ , ଜେଜେ ବାପା ଏବଂ ଜେଜେ ମାଆ ଗିରଫ ହୋଇଥିବା ସୂଚନା ମିଳିଛି। ଦ୍ଵିତୀୟ ବିବାହ ପାଇଁ ୪ ଜଣଙ୍କ ସହଯୋଗରେ ବାପା ହତ୍ୟା କରିଥିବା ଜଣାପଡିଛି। ଦୁଇ ଦିନ ତଳେ ଚାରଗୋଠରେ ଥିବା ପଥର ଖଣିରୁ ଶିଶୁ ପୁତ୍ରର ମୃତଦେହ ମିଳିଥିଲା।
Popular Categories



