www.samajalive.in
Sunday, December 7, 2025
14.1 C
Bhubaneswar

୩ ଉପଗ୍ରହ ସହ ପିଏସଏଲଭି-ସି ୫୩ ଯାନ ଉତକ୍ଷେପଣ କରିବ ଇସ୍ରୋ

ଭାରତୀୟ ମହାକାଶ ଗବେଷଣା ସଂଗଠନ(ଇସ୍ରୋ)  ଆଜି ସନ୍ଧ୍ୟାରେ ତିନୋଟି ସିଙ୍ଗାପୁର ଉପଗ୍ରହ ସହ ପିଏସଏଲଭି-ସି ୫୩ ଯାନ ଉତକ୍ଷେପଣ କରିବ।
ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ ଗବେଷଣା କେନ୍ଦ୍ରରୁ ଏହି ଉତକ୍ଷେପଣ କରାଯିବ। ଏଥିପାଇଁ ଗତକାଲି ସନ୍ଧ୍ୟାରୁ ଅବଗଣନା ଆରମ୍ଭ ହୋଇଛି ଓ ଏହା ଭଲ ଭାବରେ ଅଗ୍ରଗତି କରୁଛି। ଆଜିର ଏହି ମିଶନରେ ଭାରତର ଦୁଇଟି ଘରୋଇ ସ୍ପେସ୍ ଷ୍ଟାର୍ଟ ଅପ୍ ସହିତ ଛଅ ଟି ନାନୋ-ଉପଗ୍ରହ ମଧ୍ୟ ମହାକାଶକୁ ଯିବ।

ପିଏସଏଲଭି-ସି ୫୩ ହେଉଛି ମହାକାଶ ବିଭାଗ ଅଧୀନରେ ଥିବା ଏକ ପବ୍ଲିକ୍ ସେକ୍ଟର ୟୁନିଟ୍, ନ୍ୟୁ ସ୍ପେସ୍ ଇଣ୍ଡିଆ ଲିମିଟେଡ୍ ର ଦ୍ୱିତୀୟ ଉତ୍ସର୍ଗୀକୃତ ବାଣିଜ୍ୟିକ ମିଶନ। ୱାର୍କହୋର୍ସ ଲଞ୍ଚ ଯାନ ପିଏସଏଲଭି ପାଇଁ ଏହା ୫୫ ତମ ମିଶନ୍ ।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories