www.samajalive.in
Tuesday, December 9, 2025
26.1 C
Bhubaneswar

ଇସ୍ରାଏଲ୍‌ ଇରାନ୍ ଯୁଦ୍ଧରେ ଲମ୍ଫଦେଲା ବ୍ରିଟେନ୍‌- ଇରାନ୍‌ର ଡ୍ରୋନକୁ….

ଲଣ୍ଡନ- ଇରାନ୍‌ ଇସ୍ରାଏଲ୍‌ ଉପରେ ଆକ୍ରମଣ କରିବା ପରେ ଏବେ ଯୁଦ୍ଧ ଏବେ ଆହୁରି ଭୟଙ୍କର ରୂପ ନେଇଛି । ଇସ୍ରାଏଲ୍‌ରେ ସମସ୍ତ ସ୍କୁଲ୍‌କୁ ବନ୍ଦ କରାଯାଇଛି । ଶନିବାର ରାତିରେ ଇରାନ୍‌ ଇସ୍ରାଏଲ୍‌ ଉପରେ ଶହ ଶହ ମିସାଇଲ୍‌ ମାଡ କରିଥିଲା । ମାତ୍ର ଇସ୍ରାଏଲ୍‌ର ଉନ୍ନତ ଏୟାର ଡିଫେନ୍ସ ସିଷ୍ଟମ ଯୋଗୁଁ ଏହାକୁ ଅନେକମାତ୍ରାରେ ପ୍ରତିହତ କରାଯାଇଥିଲା । ଏହି ଯୁଦ୍ଧରେ ଏବେ ଇସ୍ରାଏଲ୍‌କୁ  ବ୍ରିଟେନ୍‌ ଏୟାର ଡିଫେନ୍ସରେ ସହାୟତା କରିଛି ।

ଇରାନ୍‌ର ଅନେକ ଡ୍ରୋନ୍‌କୁ ବ୍ରିଟେନ୍‌ର ଜେଟ ବିମାନ ଆକାଶ ମାର୍ଗରେ ଖସାଇ ଦେଇଥିବା ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନାକ କହିଛନ୍ତି । ସୁନାକ, ଇସ୍ରାଇଲ୍‌ ଏବଂ ଇରାନ୍‌କୁ ଧୈର୍ଯ୍ୟ ରଖିବା ସହ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ପରାମର୍ଶ ଦେଇଛନ୍ତି ।

- Advertisement -

ସୁନାକ ଗଣମାଧ୍ୟମର ପ୍ରତିନିଧିଙ୍କ ସହ କଥାବାର୍ତ୍ତା ବେଳେ ଯୁଦ୍ଧ ହେବା ଦ୍ୱାରା ସ୍ଥାନୀୟ ଅସ୍ଥିରତା ବଢିବା ସହ ସାରା ବିଶ୍ୱ ଉପରେ ଏହାର କୁ ପ୍ରଭାବ ପଡିବ ବୋଲି କହିଛନ୍ତି ।

Hot this week

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

Related Articles

Popular Categories