Patra electronics

ମୁମ୍ବଇକୁ ୮ ୱିକେଟରେ ପରାସ୍ତ କଲା ପଞ୍ଜାବ

0

ମୋହାଲି : ଆଇପିଏଲ କ୍ରିକେଟ ୨୦୧୯ର ନବମ ମ୍ୟାଚରେ କିଙ୍ଗ୍ସ ଏକାଦଶ ପଞ୍ଜାବ, ମୁମ୍ବଇକୁ ୮ ୱିକେଟରେ ପରାସ୍ତ କରିଛି ।  ୧୭୭ ରନର ବିଜୟ ଲକ୍ଷ୍ୟକୁ ପଞ୍ଜାବ ଦଳ ୨ ୱିକେଟ ହରାଇ ୧୮ ଓଭର ୪ଟି ବଲରେ ହାସଲ କରି ନେଇଛି। କେ.ଏଲ ରାହୁଲଙ୍କ ଅପରାଜିତ ୭୧, କ୍ରିସ ଗେଲଙ୍କ ୪୦ ଓ ମୟଙ୍କ ଅଗ୍ରୱାଲଙ୍କ ୪୩ ଏବଂ ମିଲରଙ୍କ  ୧୫ ରନ ବଳରେ କିଙ୍ଗ୍ସ ଏକାଦଶ ପଞ୍ଜାବ ଏହି ବିଜୟ ହାସଲ କରିଛି।

ପୂର୍ବରୁ ପ୍ରଥମେ ବ୍ୟାଟିଂ କରି ମୁମ୍ବଇ ଦଳ ଡି କକଙ୍କ ୬୦ ରନ ବଳରେ ୭ ୱିକେଟ ହରାଇ ୧୭୬ ରନ ସଂଗ୍ରହ କରିଥିଲା।

Leave A Reply