www.samajalive.in
Saturday, December 13, 2025
27.1 C
Bhubaneswar

ଆଇପିଏଲ କ୍ରିକେଟ : ଆଜି ରାଜସ୍ଥାନ ଓ ବାଙ୍ଗାଲୋର ମଧ୍ୟରେ ମୁକାବିଲା

ଜୟପୁର : ଆଇପିଏଲ କ୍ରିକେଟରେ ମଙ୍ଗଳବାର ଜୟପୁରର ସୱାଇ ମାନସିଂ ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍‍ସ୍‍ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମୁକାବିଲା ହେବ। ରାଜସ୍ଥାନ ଦଳ ବର୍ତ୍ତମାନ ସୁଦ୍ଧା ୩ଟି ମ୍ୟାଚ ଖେଳି ୩ଟି ଯାକ ମ୍ୟାଚରେ ପରାଜିତ ହୋଇଛି। ଅନ୍ୟପକ୍ଷରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟ ୩ଟି ମ୍ୟାଚ ଖେଳି ୩ଟି ପରାସ୍ତ ହୋଇ ସମାନ ସ୍ଥିତିରେ ରହିଛି। ତେଣୁ ଉଭୟ ଦଳ ପ୍ରଥମ ମ୍ୟାଚ ଜିତିବା ପାଇଁ ପ୍ରୟାସ କରିବେ।

ସୋମବାର ଦିଲ୍ଲୀ କ୍ୟାପିଟାଲ୍‍କୁ କିଙ୍ଗସ୍‍ ଇଲେଭେନ୍‍ ପଞ୍ଜାବ ୧୪ ରନରେ ପରାସ୍ତ କରିଛି । ୧୬୭ ରନ୍‍ର ବିଜୟ
ଲକ୍ଷ୍ୟକୁ ହାସଲ କରିବାକୁ ଯାଇ ଦିଲ୍ଲୀ କ୍ୟାପିଟାଲ୍‍ ଶେଷ ଓଭରରେ ୪ଟି ବଲ୍‍ ବାକିଥିବାବେଳେ ଅଲ୍‍ଆଉଟ୍‍ ହୋଇଯାଇଥିଲା। କିଙ୍ଗସ୍‍ ଇଲେଭେନ୍‍ ପଞ୍ଜାବ୍‍ର ସାମ୍‍ କୁରାନ୍‍ ଦୁଇ ଓଭର୍‍ ଓ ୨ଟି ବଲ୍‍ ବୋଲିଂ କରି ଏକ ହ୍ୟାଟ୍ରିକ୍‍ ସମେତ ୪ଟି ୱିକେଟ୍‍ ଅକ୍ତିଆର କରିଥିଲେ।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

Related Articles

Popular Categories