ଲାପଟପ୍ ଓ ଡେସ୍କଟପରେ ବ୍ୟବହାର କରିପାରିବେ ଇନଷ୍ଟାଗ୍ରାମ
ନୂଆଦିଲ୍ଲୀ : ସୋସିଆଲ ମିଡିଆ କମ୍ପାନୀ ଇନଷ୍ଟାଗ୍ରାମ ଏହାର ବ୍ୟବହାରକାରୀଙ୍କ ପାଇଁ ସିଧାସଳଖ ମେସେଜିଂ ଫିଚର ଆଣିଦେଇଛି। ଏହି ଫିଚର ମାଧ୍ୟମରେ ଉପଭୋକ୍ତାମାନେ ନିଜ ଲାପଟପ୍ କିମ୍ବା ଡେସ୍କଟପରୁ ଇନଷ୍ଟାଗ୍ରାମ ବ୍ୟବହାର କରିବା ସହିତ ମେସେଜ୍ କରିବାକୁ ମଧ୍ୟ ସମର୍ଥ ହେବେ। କମ୍ପାନୀର ନିଜ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ଏହି ସୂଚନା ଦେଇଛି। ଏହା ପୂର୍ବରୁ ଏହି ଫିଚର କେବଳ ଇନଷ୍ଟାଗ୍ରାମର ମୋବାଇଲ୍ ଆପରେ ଉପଲବ୍ଧ ଥିଲା ।
*Sliding into your DMs*
Now you can get and send Instagram Direct messages on desktop, no matter where you are in the world ? pic.twitter.com/CT2SwuxHTv
— Instagram (@instagram) April 10, 2020
Comments are closed.