www.samajalive.in
Sunday, December 7, 2025
26.1 C
Bhubaneswar

ପ୍ୟାରିସ୍‌ ଅଲିମ୍ପିକ୍‌ସ: ଆଜି ୧୨ କ୍ରୀଡ଼ାରେ ଭାରତୀୟ ପ୍ରତିଯୋଗୀ

ସମାଜ ଡିଜିଟାଲ ଡେସ୍କ: ପ୍ୟାରିସ ଅଲିମ୍ପିକ୍ସରେ ଭାରତକୁ ୨ଟି କାଂସ୍ୟ ପଦକ ମିଳିଛି। ଆହୁରି ଏକାଧିକ କ୍ରୀଡ଼ାରେ ଭାରତର ପଦକ ଆଶା ବଳବତ୍ତର ରହିଛି। ଭାରତର ଅଲିମ୍ପିକ୍ସ ଅଭିଯାନରେ ଗୁରୁବାର ଭାରତୀୟ ପ୍ରତିଯୋଗୀମାନେ ଏକାଧିକ କ୍ରୀଡ଼ାରେ ଅଂଶଗ୍ରହଣ କରିବେ। ସେସବୁ ନିମ୍ନରେ ଦିଆଗଲା।

ପୂର୍ବାହ୍ନ ୧୧ଟା : ପୁରୁଷ ୨୦ କିମି ଚାଲି ଫାଇନାଲ- ଅକ୍ଷଦୀପ୍‌ ସିଂହ, ବିକାଶ ସିଂହ ଓ ପରମଜିତ ସିଂହ ବିସ୍ତ୍‌
ମଧ୍ୟାହ୍ନ ୧୨ଟାରୁ : ପୁରୁଷ ବ୍ୟାଡ୍‌ମିଣ୍ଟନ ସିଙ୍ଗଲ୍‌ସ ପ୍ରିକ୍ବାର୍ଟରଫାଇନାଲ
ଅପରାହ୍ଣ ୧୨.୩୦ : ଗଲ୍‌ଫ ପୁରୁଷ- ଗଗନଜିତ ଭୁଲର୍‌, ଶୁଭଙ୍କର ଶର୍ମା
ଅପରାହ୍ଣ ୧୨.୫୦ : ମହିଳା ୨୦ କିମି ଚାଲି ଫାଇନାଲ- ପ୍ରିୟଙ୍କା ଗୋସ୍ବାମୀ
ଅପରାହ୍ଣ ୧.୦୦ : ରାଇଫଲ ୩ ପୋଜିସନ୍ ଫାଇନାଲ- ସ୍ବପ୍ନିଲ କୁଶାଲେ
ଅପରାହ୍ଣ ୧.୩୦ : ପୁରୁଷ ହକି: ଭାରତ ବନାମ ବେଲ୍‌ଜିୟମ୍‌
ଅପରାହ୍ଣ ୨.୩୦ : ମହିଳା ବକ୍ସିଂ ୫୦ କେଜି ପ୍ରିକ୍ବାର୍ଟର: ନିଖତ୍ ଜରିନ୍‌
ଅପରାହ୍ଣ ୨.୩୧ : ପୁରୁଷ ତୀରନ୍ଦାଜୀ ପ୍ରଥମ ରାଉଣ୍ଡ- ପ୍ରବୀଣ ଯାଦବ
ଅପରାହ୍ଣ ୩.୩୦ : ମହିଳା ୫୦ମି. ରାଇଫଲ ୩ ପୋଜିସନ୍ ଯୋଗ୍ୟତା ରାଉଣ୍ଡ- ସିଫ୍‌ତ କୌର ସାମ୍‌ରା ଓ ଅଞ୍ଜୁମ୍ ମୌଦଗିଲ୍‌
ଅପରାହ୍ଣ ୩.୪୫ : ପୁରୁଷ ନୌଚାଳନା- ବିଷ୍ଣୁ ସରବାନନ୍
ସନ୍ଧ୍ୟା ୭.୦୫ : ମହିଳା ନୌଚାଳନା- ନେତ୍ରା କୁମାନନ୍
ରାତି ୧୦.୦୦ରୁ : ମହିଳା ବ୍ୟାଡ୍‌ମିଣ୍ଟନ ପ୍ରିକ୍ବାର୍ଟରଫାଇନାଲ- ପି.ଭି. ସିନ୍ଧୁ

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories