www.samajalive.in
Monday, November 17, 2025
17.1 C
Bhubaneswar

ଇତିହାସ..ଇତିହାସ..ଇତିହାସ…

ସମାଜ ନ୍ୟୁଜ ଡେସ୍କ- ସ୍ବପ୍ନ ଆଜି ପୂରଣ ହେଇଛି । ବାସ୍ତବରେ ବି ପରିଣତ ହୋଇଛି । ତିନି ତିନି ଥର ଫାଇନାଲକୁ ଯାଇ ବି ବିଜୟ ମୁକୁଟ ପିନ୍ଧିପାରି ନଥିବା ଟିମ୍ ଇଣ୍ଡିଆ ଶେଷରେ ମହିଳା ବିଶ୍ବକପ୍ ଜିତିବାର ଗୌରବ ଆଣିଦେଇଛି । ମ୍ୟାଚ ଯେତିକି ଦମଦାର ଥିଲା । ଉଭୟ ବୋଲିଂ, ବ୍ୟାଟିଂ ଓ ଫିଲ୍ଡିଂରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ ଭାରତୀୟ ମହିଳା ଦଳର ଖେଳାଳି ମାନେ ।

- Advertisement -

 

୨୯୯ ରନର ଟାର୍ଗେଟ ଦିଆଯାଇଥିଲା ଦକ୍ଷିଣ ଆଫ୍ରିକାକୁ । ମାତ୍ର ଭାରତୀୟ ଖେଳାଳିଙ୍କ ମାପ ଚୁପ ବୋଲିଂ ଆଗରେ ହାର୍ ମାନିଥିଲା ଆଫ୍ରିକୀୟ ବ୍ୟାଟିଂ ଲାଇନ ଅପ୍ । ୱଲଭାଡଟ୍ ଙ୍କ କଷ୍ଟ ସାଧ୍ୟ ଶତକ ଫିକା ପଡ଼ିଯାଇଥିଲା । ଦୀପ୍ତି ଶର୍ମାଙ୍କ ବଲ୍ ରେ ୱଲଭାଡଟ୍ ଙ୍କ କ୍ୟାଚ ମ୍ୟାଚର ମୋଡ଼କୁ ବଦଳାଇ ଦେଇଥିଲା । ଦୁଇ ଥର ଡ୍ରପ ପରେ ମଧ୍ୟ ତୃତୀୟ ପ୍ରୟାସରେ କ୍ୟାଚ ନେବାରେ ସଫଳ ହୋଇଥିଲେ ଅମନଜୋତ୍ ।

ହରମିନପ୍ରୀତ କୌର ଙ୍କ ଅଧିନାୟକତ୍ବରେ ଟିମ୍ ଇଣ୍ଡିଆର ଏ ସଫଳତା ପାଇଁ ସାରା ଦେଶ ଆଜି ଗର୍ବିତ..ଆମେ ଆଜି ଗର୍ବରେ କହିବା ଆମେ ବିଶ୍ବ ବିଜେତା….

Hot this week

ନ୍ୟାୟପାଳିକା, ପ୍ରେସ୍‌ ପ୍ରତି ଜନବିଶ୍ବାସ ରହିଛି : ମାଲବ୍ୟ

ଭୁବନେଶ୍ୱର: ଏବେ ଖବରର ରୁଚି ବଦଳିଛି। ଲୋକ ଯାହା ଚାହୁଁଛନ୍ତି ତାହା...

ଆଜି ସରକାର ଗଠନ ଦାବି କରିବେ ନୀତୀଶ !

ପାଟନା: ବିହାର ନିର୍ବାଚନରେ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ସର୍ବାଧିକ ୨୦୨ ଆସନରେ...

ରାମାୟଣ ମଞ୍ଚରେ ‘ସୀତା’ଙ୍କୁ ଉଲଗ୍ନ: ସୀମା ଟପିଲା ଅଶ୍ଲୀଳତା, ଭକ୍ତିଭାବନା ପ୍ରତି କୁଠାରଘାତ

ଦିଗପହଣ୍ଡି: ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି ରାମାୟଣ ନାଟକର ସୀତା ହରଣର...

୩ କି.ମି ପାହାଡ଼ ଚଢ଼ି ଦୁଃଖ ବୁଝିଲେ ବିଡିଓ

ନନ୍ଦାହାଣ୍ଡି: ଦୁର୍ଗମ ଅଞ୍ଚଳବାସିନ୍ଦା ସରକାରୀ ସୁବିଧାସୁଯୋଗରୁ ଯେପରି ବଞ୍ଚିତ ନହୁଅନ୍ତି ତାହାକୁ...

ଅସରନ୍ତି ଦୁଃଖର ଅନ୍ଧାରି ଉପତ୍ୟକା ତେଣ୍ଡା

କପ୍ତିପଦା: ଆକାଶର ଆଉଟା କିରଣ ପଡ଼ିଲେ ତରତର ହୁଏ ତେଣ୍ଡା। ଅନ୍ଧାରର...

Related Articles

Popular Categories