www.samajalive.in
Saturday, December 6, 2025
23.1 C
Bhubaneswar

ଧର୍ମଶାଳାରେ ଭାରତ-ଇଂଲଣ୍ଡ ଅନ୍ତିମ ଟେଷ୍ଟ: ଟସ୍‍ ଜିତି ବୋଲିଂ କରୁଛି ଇଂଲଣ୍ଡ, ଯୁବ ଖେଳାଳୀଙ୍କୁ ମିଳିଲା ସୁଯୋଗ

ଧର୍ମଶାଳା: ଗୁରୁବାରଠାରୁ ଭାରତ-ଇଂଲଣ୍ଡ ମଧ୍ୟରେ ପଞ୍ଚମ ତଥା ଅନ୍ତିମ ଟେଷ୍ଟ ମ୍ୟାଚ ଆରମ୍ଭ ହୋଇଛି। ପ୍ରଥମେ ଟସ୍‍ ଜିତିବା ପରେ ବୋଲିଂ କରିବାକୁ ଇଂଲଣ୍ଡ ଟିମ୍‍ ନିଷ୍ପତି ନେଇଥିଲା। ଏହି ଟେଷ୍ଟ ମ୍ୟାଚରେ ଭାରତୀୟ ଦଳରେ ପ୍ରଥମ ଥର ଡେବ୍ୟୁ କରିଛନ୍ତି ଦେବଦତ୍ତ ପଡିକ୍କଲ । ୩-୧ରେ ସିରିଜ କବଜା କରିସାରିଥିବା ଘରୋଇ ଦଳ ପୂର୍ବ ଭଳି ଦବଦବା ରଖି ମ୍ୟାଚ ଜିତି ଇତିହାସ ରଚିବାକୁ ଲକ୍ଷ୍ୟ ରଖିଛି। ଏହି ମ୍ୟାଚ ଜିତି ଆନ୍ଥୋନି ଡି ମେଲୋ ଟ୍ରଫି ବିଜାୟ ରଖିବାକୁ ରୋହିତ ବାହିନୀ ଯୋଜନା ପ୍ରସ୍ତୁତ କରିଛନ୍ତି। ସେପଟେ ସିରିଜି ହାରିଥିଲେ ହିଁ ଇଂଲଣ୍ଡ ଆଉ ଏକ ମ୍ୟାଚ ଜିତି ସ୍ୱଦେଶ ଫେରିବାକୁ ଆଶାବାଦୀ ରହିଛି। ଏହି ମ୍ୟାଚ ତାଙ୍କ ପାଇଁ କଡା ଚ୍ୟାଲେଞ୍ଜ ହେବ ବୋଲି ଅଧିନାୟକ ବେନ ଷ୍ଟୋକ୍ସ ସ୍ପଷ୍ଟ କରିଛନ୍ତି।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories