www.samajalive.in
Saturday, December 6, 2025
23.1 C
Bhubaneswar

ଚମକିଲେ ଜାଡ଼େଜା ଓ ଅଶ୍ବିନ : ମୋହାଲି ଟେଷ୍ଟରେ ଭାରତର ସ୍କୋର ୫୫୦ ଟପିଲା

ମୋହାଲି :  ଭାରତ-ଶ୍ରୀଲଙ୍କା ମଧ୍ୟରେ ଏଠାରେ ଚାଲିଥିବା ପ୍ରଥମ ଟେଷ୍ଟର ଦ୍ବିତୀୟ ଦିନରେ ରବୀନ୍ଦ୍ର ଜାଡ଼େଜା ଓ ରବି ଚନ୍ଦ୍ରନ ଅଶ୍ବିନଙ୍କ ଚମତ୍କାର ବ୍ୟାଟିଂ ବଳରେ ଭାରତ ଏକ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇଛି।

ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନରେ ରବୀନ୍ଦ୍ର ଜାଡ଼େଜାଙ୍କ ଶତକ ଓ  ଅଶ୍ବିନଙ୍କ ୬୧ ରନ ବଳରେ ଭାରତ ୮ ୱିକେଟ ହରାଇ ୫୫୨ ରନ ସଂଗ୍ରହ କରିଛି । ୨୧୯ ବଲରେ  ଜାଡ଼େଜା ୧୬୨ ରନ କରି ଅପରାଜିତ ଅଛନ୍ତି । ୮୨ ବଲରେ ୬୧ ରନ କରି ଅଶ୍ବିନ ଆଉଟ ହୋଇଛନ୍ତି। ଭାରତ ଶନିବାର ୩୫୭/୬ ରୁ ଖେଳ ଆରମ୍ଭ କରିଥିଲା।

- Advertisement -
Image : @ BCCI

ମ୍ୟାଚ ଅବସରରେ ଅଷ୍ଟ୍ରେଲିଆର ଦୁଇ ପ୍ରସିଦ୍ଧ କ୍ରିକେଟର ରଡନି ମାର୍ଶ ଓ ସେନ୍ ୱର୍ଣ୍ଣଙ୍କ ପରେଲୋକରେ ଶ୍ରଦ୍ଧାଞ୍ଜଳି ଜଣାଇ ଉଭୟ ଦଳର ଖେଳାଳୀମାନେ ନିରବ ପ୍ରାର୍ଥନା କରିଥିଲେ।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories