ଇସ୍ପାତ ଆଲଏଜର ବରିଷ୍ଠ ଅଧିକାରୀ ଓ ଠିକାଦାରଙ୍କ ଘରେ ଆୟକର ଚଢାଉ

0

ବାଲେଶ୍ବର : ବାଲେଶ୍ବର ଇସ୍ପାତ ଆଲଏଜର ବରିଷ୍ଠ ଅଧିକାରୀ, ଠିକାଦାରଙ୍କ ଘର ଓ କାର୍ଯ୍ୟାଳୟରେ ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ଟିକସ ଫାଙ୍କିବା, କଞ୍ଚାମାଲ କିଣା ଓ ଉତ୍ପାଦନ ସାମଗ୍ରୀ ବିକ୍ରିରେ ହେରଫେର୍ ଅଭିଯୋଗରେ ଏହି ଚଢାଉ ହୋଇଥିବା ଜଣାପଡ଼ିଛି।

Leave A Reply