www.samajalive.in
Saturday, December 13, 2025
27.1 C
Bhubaneswar

କଟକ : ଆଜି ଅପରାହ୍ନ ସୁଦ୍ଧା ଶେଷ ହେବ ଭସାଣ

କଟକ :  ଶାରଦୀୟ ଦୁର୍ଗାପୂଜା ପରେ କଟକରେ ଚାଲିଛି ଦେବୀଙ୍କ ବିସର୍ଜନ ପାଇଁ ଭସାଣ କାର୍ଯ୍ୟକ୍ରମ। ଗୁରୁବାର ଅପରାହ୍ନ ସୁଦ୍ଧା ଭସାଣ ଶେଷ ହେବ ବୋଲି ଅନୁମାନ କରାଯାଉଛି।

କାଠଯୋଡି ଦେବୀଗଡ଼ାରେ ନିର୍ମିତ ଅସ୍ଥାୟୀ ପୋଖରୀରେ ମାଆଙ୍କ ବିସର୍ଜନ କରାଯାଉଛି। ମଙ୍ଗଳବାର ରାତିରୁ ଆରମ୍ଭ ହୋଇଥିବା ଭସାଣରେ ଗୁରୁବାର ସକାଳ ୬ଟା ସୁଦ୍ଧା ୧୦୬ଟି ମେଢ ବିସର୍ଜନ କରାଯାଇଥିଲା। ତେବେ ସକାଳ ୯ଟା ସୁଦ୍ଧା ପ୍ରାୟ  ୧୧୨ଟି ମେଢ ବିସର୍ଜନ କରାଯାଇଛି।

- Advertisement -

ଏବେ ମଧ୍ୟ ଅନେକ ମେଢ ରାସ୍ତାରେ ଶେଭାଯାତ୍ରାରେ ଯାଉଛନ୍ତି। ଦେବୀଗଡାରେ ଅନେକ ମେଢ ବିସର୍ଜନ ପାଇଁ ପ୍ରତିକ୍ଷା କରି ରହିଛନ୍ତି। ସୁରକ୍ଷା ଦୃଷ୍ଟିରୁ ଦେବୀଗଠା ଓ ରାସ୍ତାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହ ପୁଲିସ ମୁତୟନ କରାଯାଇଛି।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories