www.samajalive.in
Saturday, December 6, 2025
19.1 C
Bhubaneswar

ଯୌତୁକ ବିହୀନ ବିବାହ କରିବାକୁ ଶପଥ ନେଲେ ଶତାଧିକ ଛାତ୍ର ଛାତ୍ରୀ

କଣ୍ଟାବାଞ୍ଜି -ଯୌତୁକ ବିହୀନ ବିବାହ କରିବାକୁ ଶପଥ ନେଲେ ଶତାଧିକ ଛାତ୍ର ଛାତ୍ରୀ । ବୁରୋମାଲ ଗ୍ରାମରେ ସମନ୍ବିତ ଯୁବ ପ୍ରତିଭା କାର୍ଯ୍ୟକ୍ରମ ମାଧ୍ୟମରେ କଣ୍ଟାବାଞ୍ଜି କେ ଭି କଲେଜ ପକ୍ଷରୁ ଯୌତୁକ ସମସ୍ୟା ଓ ଅନ୍ଧବିଶ୍ୱାସ ବିଷୟ ଉପରେ ଏକ କାର୍ଯ୍ୟକ୍ରମ କରାଯାଇଥିଲା ।

ଏ ଅବସରରେ ଶତାଧିକ ଛାତ୍ର ଛାତ୍ରୀ ଓ ଗ୍ରାମନାସି ବୁରୋମାଲ ଗ୍ରାମ ରେ ଏକ ଶୋଭାଯାତ୍ରା କରି ଯୌତୁକ ପ୍ରଥା ଓ ଅଂଧାବିଶ୍ୱାସ ଉପରେ ଗ୍ରାମରେ ସଚେତନତା ସୃଷ୍ଟି କରିଥିଲେ। ପରେ ଆମେ ଯୌତୁକ ବିହୀନ ବିବାହ କରିବୁ କିମ୍ବା ଏବଂ ଅନ୍ଧବିଶ୍ୱାସ ର ବଶବର୍ତ୍ତୀ ହେବୁ ନାହିଁ ବୋଲି ଶପଥ କରିଥିଲେ । ପରେ ଛାତ୍ର ଛାତ୍ରୀ ମାନେ ଅନ୍ଧବିଶ୍ୱାସ ଓ କୁ ସଂସ୍କାର ବିରୋଧରେ, ନାଟକ ଓ ସଙ୍ଗୀତ ମାଧମରେ ସଚେତନତା ସୃଷ୍ଟି କରିଥିଲେ । ଅଧ୍ୟାପକ ଯତୀନ ଦ୍ଵାରି ଧନ୍ୟବାଦ ଦେଇଥିଲେ। ଶତାଧିକ ଗ୍ରାମବାସୀ ଓ ଛାତ୍ର ଛାତ୍ରୀ ଏଅବସରରେ ଯୋଗ ଦେଇଥିଲେ ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories