www.samajalive.in
Sunday, December 14, 2025
16.1 C
Bhubaneswar

ପ୍ରସ୍ତୁତ କରନ୍ତୁ ଆମ୍ବ-କଦଳୀ ସ୍ମୁଦି

ଆପଣ ନିଶ୍ଚିତ ଭାବରେ ଆମ୍ବ କିମ୍ବା କଦଳୀ ସେକ୍ ପିଇଥିବେ। କିନ୍ତୁ ବର୍ତ୍ତମାନ ଆସନ୍ତୁ ଜାଣିବେ ଆମ୍ବ-କଦଳୀ ସ୍ମୁଦି ପ୍ରସ୍ତୁତର ଉପାୟ….

ଆବଶ୍ୟକୀୟ ସାମଗ୍ରୀ : ୨ କପ୍ ଆମ୍ବ କଟା,  ଏକ କପ୍ କଦଳୀ କଟା, ୨ କପ୍ କ୍ଷୀର, ଏକ ଚାମଚ ମହୁ, ଏକ ଚାମଚ ଡ୍ରାଏ ଫ୍ରୁଟ୍ସ, ୪ରୁ ୬ଟି ବରଫ କ୍ୟୁବ୍।

- Advertisement -

ପ୍ରସ୍ତୁତି ପ୍ରଣାଳୀ : ସର୍ବପ୍ରଥମେ ଗ୍ରାଇଣ୍ଡର ଜାରରେ ଆମ୍ବ, କଦଳୀ, କ୍ଷୀର ଏବଂ ବରଫ କ୍ୟୁବ୍ ପେଷି ଦିଅନ୍ତୁ। ଏବେ ଏହାକୁ ଏକ ଗ୍ଲାସରେ ଢାଳନ୍ତୁ। ଏବେ ସେଥିରେ ମହୁ ମିଶାନ୍ତୁ। ପ୍ରସ୍ତୁତ ହୋଇଗଲା ଆମ୍ବ-କଦଳୀ ସ୍ମୁଦି। ଡ୍ରାଏ ଫ୍ରୁଟ୍ସ ପକାଇ ସଜାନ୍ତୁ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories