www.samajalive.in
Monday, December 15, 2025
26.1 C
Bhubaneswar

ତରଳିଯିବ ହିମାଳୟରେ ଥିବା ବରଫ, ଚେତାବନୀ ଦେଲେ ବୈଜ୍ଞାନିକ

ନୂଆଦିଲ୍ଲୀ ..- ବିଶ୍ୱ ତାପାୟନ ବା ଗ୍ଲୋବାଲ ଓ୍ୱାର୍ମିଂଯୋଗୁଁ  ହିମାଳୟରେ ଥିବା ଦୁଇ ତୃତୀୟାଂଶ ବରଫ ତରଳିଯିବ ବୋଲି ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି ।  ୨୧୦୦ ମସିହା ବେଳକୁ ଏପରି ହେବ ବୋଲି ଆଶଙ୍କା ପ୍ରକାଶ କରାଯାଇଛି ।  ସୋମବାରରେ ହିନ୍ଦୁକୁଶ ଓ ହିମାଳୟ ଆସେସ୍‌ମେଣ୍ଟରେ ଏହି ତଥ୍ୟ ପ୍ରକାଶ କରାଯାଇଛି ।

ଏବେ ପ୍ରବଳ ଥଣ୍ଡା ଯୋଗୁଁ ସାରି ବିଶ୍ୱର ହାଲ ବେହାଲ । ଆମେରିକାରେ -୩୦ ଡିଗ୍ରୀରେ ଅନେକ ଲୋକଙ୍କର ପ୍ରାଣହାନୀ ହୋଇଛି । ତେବେ ବିଶ୍ୱର ତାପମାତ୍ର ବୃଦ୍ଧି ଯୋଗୁଁ ପ୍ରବଳ ଥଣ୍ଡା, ପ୍ରବଳ ବର୍ଷା , ଝଡ ତୋଫାନ ପରି ପରିସ୍ଥିତି ଦେଖାଦେଉଥିବା ଓ ଜଳବାୟୁ ପରିବର୍ତ୍ତନ ଉପରେ ଏହାର ପ୍ରଭାବ ଦେଖାଇଦେଇଥିବା ପାଣିପାଗ ବିଶେଷଜ୍ଞମାନେ ମତ ଦେଇଛନ୍ତି ।

- Advertisement -

ହିନ୍ଦୁକୋଶ ଓ ହିମାଳୟ ଅଞ୍ଚଳରୁ ଅନେକ ନଦୀ ରହିଛନ୍ତି । ଶହ ଶହ କୋଟି ଲୋକ ଏହା ଉପରେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ନିର୍ଭର କରୁଛନ୍ତି ।  ମାତ୍ର ଜଳବାୟୁ ପରିପର୍ତ୍ତନ ଓ ପରିବେଶ ପ୍ରଦୁଷଣର ପ୍ରଭାବ ଏହା ଉପରେ ପଡୁଛି । ଏବେ ଠାରୁ ସଚେତନ ହୋଇ ଗଛ ଲଗାଇଲେ , ଅଙ୍ଗାରକାମ୍ଳ ଉତ୍ପନ କରୁଥିବା ଦିଗ ପ୍ରତି ଧ୍ୟାନ ଦେଇ ଏହାକୁ ହ୍ରାସ କଲେ କିଛିଟା ଆଶ୍ୱସ୍ତି ମିଳିପାରେ ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories