www.samajalive.in
Saturday, December 6, 2025
14.1 C
Bhubaneswar

ଇସ୍ରାଏଲର ମିଲିଟାରୀ ବେସ୍‌‌ ଉପରେ ହେଜବୁଲ୍ଲାର ଆକ୍ରମଣ; ୪ସୈନିକ ମୃତ, ୫୮ଆହତ

ସମାଜ ଡିଜିଟାଲ ଡେସ୍କ: ଥମିବାର ନାଁ ନେଉନି ଇସ୍ରାଏଲ ଓ ହେଜବୁଲ୍ଲା ମଧ୍ୟରେ ସଂଘର୍ଷ। ଆତଙ୍କବାଦୀ ସଂଗଠନ ଲେବାନନ୍‌‌ ଓ ହେଜବୁଲ୍ଲା ବର୍ତ୍ତମାନ ଇସ୍ରାଏଲ ଉପରେ ପାଲଟା ଆକ୍ରମଣ କରିଛନ୍ତି। ଇସ୍ରାଏଲର ବିଭିନ୍ନ ସେନା କ୍ୟାମ୍ପ ଉପରେ ରକେଟ ଓ ଡ୍ରୋନ ମାଡ କରିଛି ହେଜବୁଲ୍ଲା। ଉତ୍ତର ଇସ୍ରାଏଲରେ ଥିବା ଇସ୍ରାଏଲ ଡିଫେନସ ଫୋର୍ସ ଉପରେ ଆକ୍ରମଣ ଯୋଗୁଁଁ ୪ଜଣ ଯବାନ ସହିଦ ହୋଇଥିବା ବେଳେ ୫୮ଜଣ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ରବିବାର ବିଳମ୍ବିତ ରାତିରେ ଉତ୍ତର ଇସ୍ରାଏଲରେ ଭୟଙ୍କର ବିସ୍ଫୋରଣ ଶଦ୍ଦ ଶୁଣିବାକୁ ମିଳିଥିଲା। ଏହାପରେ ଇସ୍ରାଏଲା ମିଲିଟାରୀ ବେସ୍‌‌ ଉପରେ ହେଜବୁଲ୍ଲା ଆତଙ୍କୀ ସଂଗଠନ ଘନଘନ ରକେଟ ଓ ଡ୍ରୋନ୍‌‌ ମାଡ କରିଥିଲା। ଆକ୍ରମଣକୁ ହେଜବୁଲ୍ଲା ସ୍ୱୀକାର କରିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories