www.samajalive.in
Saturday, December 6, 2025
14.1 C
Bhubaneswar

ହରିୟାଣାରେ କଂଗ୍ରେସ-ବିଜେପି ମଧ୍ୟରେ କଡା ଟକ୍କର; ଜାମ୍ମୁରେ ମେଣ୍ଟ ଆଗୁଆ

ସମାଜ ଡିଜିଟାଲ ଡେସ୍କ: ଆଜି ଆସୁଛି ହରିୟାଣା ଓ ଜାମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ଫଳାଫଳ। ସକାଳୁ ସକାଳୁ ଆଜି ଭୋଟ ଗଣତି ହେଉଛି। ପ୍ରାରମ୍ଭିକ ଗଣନା ଅନୁସାରେ ହରିୟାଣାରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ହେଉଛି। ବିଜେପି ୪୮ସିଟରେ ଆଗୁଆ ରହିଥିବା ବେଳେ କଂଗ୍ରେସ ୩୬ଟି ଆସନରେ ଆଗୁଆ ରହିଛି। ଜାମ୍ମୁ-କଶ୍ମୀରରେ ବିଜେପି ୨୨ଟି ସିଟ ଓ ଏନସି ମେଣ୍ଟ ୪୯ସିଟରେ ଆଗୁଆ ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories