www.samajalive.in
Saturday, December 6, 2025
14.1 C
Bhubaneswar

ସ୍କୁଲ ପରିସରରୁ ଶାଗୁଆନ ପଟା ଜବତ

ହରଭଙ୍ଗା : ହରଭଙ୍ଗା ବ୍ଲକ ପୁରୁଣାକଟକ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ କସ୍ତୁରବା ଗାନ୍ଧୀ ବାଳିକା ଆବାସିକ ବିଦ୍ୟାଳୟ ପରିସରରେ ଥିବା ହଷ୍ଟେଲରୁ ବନବିଭାଗ ଶୁକ୍ରବାର ଚଢ଼ାଉ କରି ୬ ଫୁଟ ଲମ୍ବର ୦୮ଖଣ୍ଡ ଏବଂ ସାଢେ ୪ଫୁଟ ଲମ୍ବର ୧୨ ଖଣ୍ଡ ଶାଗୁଆନ ପଟା ଜବତ କରିଛି । ସ୍କୁଲ ପରିସରରେ ଥିବା ଶାଗୁଆନ ଗଛ ଉପୁଡ଼ି ପଡ଼ିଥିଲା । ସ୍କୁଲ କର୍ତ୍ତୃପକ୍ଷ ବନବିଭାଗକୁ ନ ଜଣାଇ ଶାଗୁଆନ ପଟା କାଟି ରଖିଥିଲେ । ବିଶେଷ ସୂତ୍ରରୁ ଖବର ପାଇଁ ବନବିଭାଗ ଚଢାଉ କରି ପଟାଗୁଡିକ ଜବତ କରିଥିବା ଫରେଷ୍ଟର ଗୋବର୍ଧନ ମେହେର ସୂଚନା ଦେଇଛନ୍ତି। ଏ ନେଇ ବନବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories