www.samajalive.in
Saturday, December 6, 2025
14.1 C
Bhubaneswar

ଖୋଲିଲା ମଲ୍ଲିକପଡା ଧାନମଣ୍ଡି 

ହରଭଙ୍ଗା : ହରଭଙ୍ଗା ବ୍ଲକ ଶଙ୍କୁଲେଇ ସମବାୟ ସମିତି ଅଧିନରେ ଥିବା ମଲ୍ଲିକପଡା ଧାନମଣ୍ଡିରେ ସୋମବାର ଧାନକ୍ରୟ ଶୁଭାରମ୍ଭ ହୋଇଛି। ପ୍ରଥମ ଦିନରେ ୨୮ଜଣ ଚାଷୀଙ୍କ ଠାରୁ ୪ ଶହ ୫୦କ୍ୱିଂଟାଲ ଧାନ କ୍ରୟ ହୋଇଥିବା ଜଣାପଡିଛି। ଏଠାରେ ଧାନମଣ୍ଡି ଖୋଲିବା ପରେ ଶଙ୍କୁଲେଇ ସେବାସମବାୟ ଅଧିନରେଥିବା ପାଣିଘରା, ବୁଲୁରା, ରାଉତପଡା, ବୃହସ୍ପତିପୁର, ମଲ୍ଲିକପଡା, ମାଝିସାହି, ସୁରୁଣ୍ଡି, ଭେଜିଗୁଡା, ସମ୍ବଲପୁର ଭଳି ୦୯ଟି ଗ୍ରାମର ଚାଷୀ ଧାନବିକ୍ରୀ ପାଇଁ ସୁବିଧା ପାଇପାରିବେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories