www.samajalive.in
Friday, November 14, 2025
25.1 C
Bhubaneswar

କେଉଁ ସମୟରେ ହନୁମାନ ଚାଳିଶା ପାଠ କଲେ ମିଳେ କି ଲାଭ..

ପ୍ରତ୍ୟେକ ଦିନ ଘରେ ପ୍ରଭୁ ହନୁମାନଙ୍କ ଚାଳିଶା ସଭିଏଁ ନିଶ୍ଚୟ ପାଠ କରି ଥାଆନ୍ତି। ନିୟମିତ ପ୍ରଭୁ ହନୁମାନଙ୍କୁ ପୂଜା କଲେ ଜୀବନରେ ଥିବା ସମସ୍ୟା ଦୂର ହୋଇଥାଏ। କିଛି ଲୋକେ ବହି ନ ଦେଖି ମଧ୍ୟ ହନୁମାନ ଚାଳିଶା ପାଠ କରନ୍ତି। ଚୈତ ମାସ ପୂର୍ଣ୍ଣିମା ଦିନ ହନୁମାନ ଜୟନ୍ତୀ ପାଳନ କରାଯାଏ। ଏହି ଦିନ ପ୍ରଭୁ ହନୁମାନଙ୍କର ବିଧି ବିଧାନ ସହ ପୂଜାର୍ଚ୍ଚନା କରିବା ସହ ଚାଳିଶା ପାଠ କରିବା ଦ୍ୱାରା ବିଶେଷ କୃପା ପ୍ରାପ୍ତି ହୋଇଥାଏ। ତେବେ କେଉଁ ସମୟରେ ହନୁମାନ ଚାଳିଶା ପାଠ କରିବା ଶୁଭଙ୍କର। କେମିତି ପାଠ କରିବା ଉଚିତ୍, ତାହା ହୁଏତ ସଭିଏଁ ଜାଣି ନଥିବେ।

କେଉଁ ତାରିଖରେ ବିବାହ କଲେ କ’ଣ ହେବ : ଜାଣନ୍ତୁ ଶୁଭ ତାରିଖ,କେଉଁ ତାରିଖ ବାରଣ..

- Advertisement -

ମାନ୍ୟତା ଅନୁଯାୟୀ, ହନୁମାନ ଚାଳିଶା ପାଠ କରିବା ଦ୍ୱାରା ଜୀବନରେ ଆସିବାକୁ ଥିବା ସଙ୍କଟ ଦୂର ହୋଇଥାଏ। ପ୍ରଭୁଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ। ଜାଣନ୍ତୁ ଏହା ସହ ଜଡିତ କିଛି ନିୟମ..

ନିୟମିତ ହନୁମାନ ଚାଳିଶା ପାଠ କରିବା ଦ୍ୱାରା ଖୁବ ଲାଭ ମିଳିଥାଏ। ମଙ୍ଗଳବାର ଓ ଶନିବାର ଦିନ ହନୁମାନ ଚାଳିଶା ପାଠ କରିବା ଦ୍ୱାରା ଶୁଭ ସଙ୍କେତ ମିଳିଥାଏ। ମଙ୍ଗଳବାର ପ୍ରଭୁ ହନୁମାନ ଓ ଶନିବାର ଶନିଦେବଙ୍କୁ ସମର୍ପିତ। ହନୁମାନ ଚାଳିଶା ପାଠ କରିବା ଦ୍ୱାରା ସମସ୍ତ କାର୍ଯ୍ୟରେ ସଫଳତା ପ୍ରାପ୍ତି ହୋଇଥାଏ।

ଏହି ୫ଟି ଖାଦ୍ୟକୁ ୨ୟ ଥର ଗରମ କଲେ ହୋଇଥାଏ ବିଷ..

ସକାଳେ ସ୍ନାନ କରିବା ପରେ ହନୁମାନ ଚାଳିଶା ପାଠ କରିବା ଉଚିତ୍। ସନ୍ଧ୍ୟା ସମୟରେ ହନୁମାନ ଚାଳିଶା ପାଠ କରି ପାରିବେ। ରାତିରେ ଶୋଇବା ପୂର୍ବରୁ ମଧ୍ୟ ହନୁମାନ ଚାଳିଶା ପାଠ କରି ପାରିବେ।

ଶୋଇବା ପୂର୍ବରୁ ହନୁମାନ ଚାଳିଶା ପାଠ କରିବା ଦ୍ୱାରା ଜୀବନରେ ଥିବା ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ। ଆଖପାଖ ବାତାବରଣ ଶୁଦ୍ଧ ରହିଥାଏ। ପ୍ରଭୁଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ।

କେବେ ଦେଖିନଥିବେ ; ମୂଷାକୁ ବଞ୍ଚାଇବା ପାଇଁ ବାଇକ୍ ସହ ଏମିତି କଲେ ବ୍ୟକ୍ତି..

Hot this week

୬ ରାଜ୍ୟର ୮ଟି ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଭୋଟ ଗଣତି

ସମାଜ ଡିଜିଟାଲ ଡେସ୍କ: ବିହାର ବିଧାନସଭା ନିର୍ବାଚନ ଫଳାଫଳ ସହିତ ଆଜି...

ରାଘୋପୁରରେ ତେଜସ୍ୱୀ ଯାଦବ ପଛରେ, ଏନଡିଏ ୧୯୨ ଆସନରେ ଆଗୁଆ

ଡେସ୍କ: ଶୁକ୍ରବାର ସକାଳ ୮ଟାରେ ଗୁରୁତ୍ୱପୂର୍ଣ୍ଣ ବିହାର ବିଧାନସଭା ନିର୍ବାଚନ ପାଇଁ...

ବିହାର ଜନାଦେଶ: ୧୯୦ ସିଟରେ ଆଗୁଆ ଏନଡିଏ

ସମାଜ ଡିଜିଟାଲ ଡେସ୍କ: ବିହାର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି...

୭ମ ରାଉଣ୍ଡ ସୁଦ୍ଧା ଜୟ ଢୋଲକିଆଙ୍କୁ ୩୬, ୦୮୮ ଭୋଟ୍

ନୂଆପଡ଼ା: ନୂଆପଡ଼ାରେ ବଡ଼ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ।...

Related Articles

Popular Categories