ଏହି ୫ଟି ଖାଦ୍ୟକୁ ୨ୟ ଥର ଗରମ କଲେ ହୋଇଥାଏ ବିଷ..

ଅନେକ ସମୟରେ ବଳକା ବ୍ୟଞ୍ଜନ,ଭାତ ଓ ଅନ୍ୟ ବିଭିନ୍ନ ଖାଦ୍ୟ ଜିନିଷକୁ ୨ୟ ଥର କିମ୍ବା ବାରମ୍ବାର ଗରମ କରି ଅଧିକାଂଶ ଲୋକେ ସେବନ କରି ଥାଆନ୍ତି। ମାତ୍ର ଏଭଳି କେତେକ ଖାଦ୍ୟ ରହିଛି ଯାହାକୁ ବାରମ୍ବାର ଗରମ କରି ସେବନ କଲେ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ଅନେକ ସମୟରେ ଲୋକେ ଚା’କୁ ବାରମ୍ବାର ଗରମ କରି ପିଇ ଥାଆନ୍ତି। ମାତ୍ର ଏପରି କରିବା ଦ୍ୱାରା ପେଟ ଜନିତ ଅନେକ ସମସ୍ୟା ସହ ଏସିଡିଟି ହୋଇଥାଏ। … Continue reading ଏହି ୫ଟି ଖାଦ୍ୟକୁ ୨ୟ ଥର ଗରମ କଲେ ହୋଇଥାଏ ବିଷ..