www.samajalive.in
Saturday, December 6, 2025
16.1 C
Bhubaneswar

ହନୁମାନଙ୍କୁ କରନ୍ତୁ ଏପରି ପୂଜା ; ଦୂର ହେବ ଏସବୁ ସମସ୍ୟା

ମଙ୍ଗଳ ଦୋଷ ଦୂର ପାଇଁ ସୁନ୍ଦରକାଣ୍ଡ ପାଠ କରନ୍ତୁ । ହନୁମାନଙ୍କ ନିକଟରେ ପ୍ରାର୍ଥନା କରନ୍ତୁ । ଏହା ପରେ ହନୁମାନଙ୍କ ନିକଟରେ ଲଗାଇଥିବା ଭୋଗକୁ ଗରିବଙ୍କୁ ଦାନ କରନ୍ତୁ ।

ଅସାଧ୍ୟ ରୋଗରୁ ମୁକ୍ତି ପାଇଁ ପ୍ରାତଃକାଳରେ ନାଲି ରଙ୍ଗର ବସ୍ତ୍ର ଧାରଣ କରି ଭଗବାନ ହନୁମାନଙ୍କୁ ପୂଜା କରନ୍ତୁ । ଭଗବାନ ହନୁମାନଙ୍କୁ ନାଲି ଫୁଲମାଳା ଚଢାନ୍ତୁ, ଦୀପ ଲଗାନ୍ତୁ ଏବଂ ଗୁଡ ଭୋଗ ଲଗାନ୍ତୁ । ଏହା ସହ ସଙ୍କଟମୋଚନ ହନୁମାନ ପାଠ ୧୧ ଥର ଜପ କରନ୍ତୁ ।

- Advertisement -

ଋଣରୁ ମକ୍ତି ପାଇବା ପାଇଁ ଭଗବାନ ହନୁମାନଙ୍କ ନିକଟରେ ଘିଅ ଦୀପ ଲଗାନ୍ତୁ । ଏହି ଦୀପରେ ୯ଟି ସଳିତା ପକାନ୍ତୁ ଏବଂ ସବୁ ସଳିତାକୁ ଜଳାନ୍ତୁ । ଯେତିକି ଆପଣଙ୍କ ବୟସ, ୭ଟି ଲଡୁ ଅର୍ପଣ କରନ୍ତୁ । ଭୋଗ ପରେ ଏହି ଲଡୁକୁ ବାଣ୍ଟି ଦିଅନ୍ତୁ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories