www.samajalive.in
Saturday, December 6, 2025
26.1 C
Bhubaneswar

କେଶ ସଫା କରିବା ପୂର୍ବରୁ ଜାଣି ରଖନ୍ତୁ..

ଦୈନନ୍ଦିନ ଜୀବନରେ ହେଉଥିବା ଅନେକ କାର୍ଯ୍ୟ ପାଇଁ କିଛି ନିୟମ ରହିଛି। ଏହି ନିୟମର ପାଳନ କରିବା ଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ।
ଧର୍ମଶାସ୍ତ୍ର ଅନୁଯାୟୀ, ସୋମବାର ଓ ମଙ୍ଗଳବାର ଦିନ ସଧବା ମହିଳାମାନେ କେଶ ସଫା କରିବା ଉଚିତ ନୁହେଁ।
ବୁଧବାରରେ ସଧବା ମହିଳା, କୁଆଁରୀ କନ୍ୟା, ପୁରୁଷ ସମସ୍ତେ କେଶ ସଫା କରି ପାରିବେ।
ଗୁରୁବାର କେହି ମଧ୍ୟ କେଶ ସଫା କରିବା ଉଚିତ ନୁହେଁ। ଏହି ଦିନ କେଶ ଧୋଇବା ଦ୍ୱାରା ଆୟୁ ହ୍ରାସ ହୋଇଥାଏ ବୋଲି କୁହାଯାଏ।
ଶୁକ୍ରବାର କେଶ ଧୋଇବା ସବୁଠାରୁ ଶୁଭ ବୋଲି କୁହାଯାଏ। ଏହି ଦିନ କେଶ ସଫା କଲେ ମା’ଲକ୍ଷ୍ମୀ ଓ ଶୁକ୍ରଦେବଙ୍କ କୃପା ମିଳିଥାଏ।
ଶନିବାର ଦିନ ମଧ୍ୟ ସଧବା ମହିଳା ମାନେ କେଶ ସଫା କରିବା ଉଚିତ ନୁହେଁ।
ରବିବାର ଦିନ ମଧ୍ୟ ସଧବା ମହିଳାମାନେ କେଶ ସଫା କରିବା ଉଚିତ ନୁହେଁ।

 

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories