www.samajalive.in
Saturday, December 6, 2025
15.1 C
Bhubaneswar

କରୁଛନ୍ତି କି ଏହି ଭୁଲ୍‌‌ ? ଖର୍ଚ୍ଚ ହୋଇଯାଏ ଧନ, ଲାଗି ରହେ ସମସ୍ୟା

ଅନେକ ସମୟରେ ଜାଣତରେ ଅଜାଣତରେ କରୁଥିବା କିଛି ଭୁଲ୍‌‌ ଓ ଅଭ୍ୟାସ କାରଣରୁ ର୍ଦୁଭାଗ୍ୟ ଓ ଆର୍ଥିକ ସମସ୍ୟା ଲାଗି ରହିଥାଏ। ଅଯଥାରେ ଟଙ୍କା ଖର୍ଚ୍ଚ ହୋଇଥାଏ। ସେଭଳି ଏକ ଅଭ୍ୟାସ ମଧ୍ୟରୁ ଗୋଟିଏ ହେଉଛି ବସିଥିବା ଅବସ୍ଥାରେ ଗୋଡ ହଲାଇବା। ଏଭଳି କରିବା ସମୟରେ ଅନେକ ସମୟରେ ଘରର ବୟୋଜ୍ୟେଷ୍ଠ ଏହାକୁ ବାରଣ ମଧ୍ୟ କରିଥାଆନ୍ତି। ବସିବା ଅବସ୍ଥାରେ ଗୋଡ ହଲାଇବା ଉଚିତ ନୁହେଁ , ଏହାର ଉଭୟ ବୈଜ୍ଞାନିକ ଓ ଧାର୍ମିକ କାରଣ ରହିଛି।

ବସିବା ଅବସ୍ଥାରେ ଗୋଡ ହଲାଇବା ଦ୍ୱାରା ଆର୍ଥିକ ସମସ୍ୟା ଲାଗି ରହିଥାଏ। ଆଦୌ ଟଙ୍କାର ଅଭାବ ଦୂର ହୋଇନଥାଏ। ସଞ୍ଚୟ ମଧ୍ୟ ହୋଇନଥାଏ। ଅଯଥାରେ ଟଙ୍କା ଖର୍ଚ୍ଚ ଲାଗି ରହିଥାଏ।

- Advertisement -

ପୂଜାପାଠ-ଧାର୍ମିକ ଅନୁଷ୍ଠାନରେ ଗୋଡ ହଲାଇବା ଦ୍ୱାରା ପୂଜାର ପ୍ରକୃତ ଫଳ ମିଳି ପାରିନଥାଏ।

ବସିବା ଅବସ୍ଥାରେ ଗୋଡ ହଲାଇବା ଦ୍ୱାରା ଆତ୍ମବିଶ୍ୱାସ ହ୍ରାସ ପାଇଥାଏ। ସାମ୍ନାରେ ବସିଥିବା ବ୍ୟକ୍ତିଙ୍କ ଉପରେ କୁପ୍ରଭାବ ପକାଇଥାଏ।

ବସିବା ଅବସ୍ଥାରେ ଗୋଡ ହଲାଇବା ଦ୍ୱାରା ମା’ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାଆନ୍ତି। ଘରେ ସୁଖଶାନ୍ତି, ଧନ ସମ୍ପତ୍ତିର ସର୍ବଦା ଅଭାବ ଲାଗି ରହିଥାଏ।

ବସିବା ଅବସ୍ଥାରେ ଗୋଡ ହଲାଇବା ଦ୍ୱାରା ଅନିଦ୍ରା ସମସ୍ୟା ସୃଷ୍ଟି ହୋଇଥାଏ। ରାତିରେ ଉତ୍ତମ ନିଦ ହୋଇନଥାଏ। ନିଦରେ କୁପ୍ରଭାବ ପକାଇଥାଏ।

ବସିବା ଅବସ୍ଥାରେ ଗୋଡ ହଲାଇବା ଦ୍ୱାରା ସଞ୍ଚିତ ଧନ ମଧ୍ୟ ଖର୍ଚ୍ଚ ହୋଇଯାଏ। ମା’ଲକ୍ଷ୍ମୀଙ୍କ କୃପା ମିଳି ପାରିନଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories