www.samajalive.in
Sunday, December 7, 2025
18.1 C
Bhubaneswar

କୋଇଲା ବୋଝେଇ ଟ୍ରକ ଅଟକ; ଚାଳକ ଗିରଫ

ଗୁରୁଡିଝାଟିଆ: ଖୁଣ୍ଟୁଣୀ ପୋଲିସ ଏକ ଚୋରା ମିନି କୋଇଲା ବୋଝେଇ ଟ୍ରକକୁ ଜବତ କରିବା ସହିତ ଚାଳକକୁ ଗିରଫ କରିଛି । ଅଭିଯୁକ୍ତ ଚାଳକର ଘର ଖୁଣ୍ଟୁଣୀ ଗାଁର ହୋଇଥିବା ବେଳେ ତାର ନାମ ଅଜୟ ମୁଦୁଲି ବୋଲି ଥାନା ଅଧିକାରୀ ଭବାନୀ ପ୍ରସାଦ ଖୁଣ୍ଟିଆ କହିଛନ୍ତି । ଚୋରା କୋଇଲା ବୋଝେଇ ମିନିଟ୍ରକଟି ନରାଜ ଅଞ୍ଚଳରେ ଥିବା ଇଟାଭାଟିକୁ କୋଇଲା ନେଇ ଯାଉଥିବା ସଂପର୍କରେ ଖବର ପାଇ ଥାନା ଅଧିକାରୀ ଶ୍ରୀ ଖୁଣ୍ଟିଆ ବାଟରେ ଅଟକାଇବା ସହ କାଗଜପତ୍ର ଯାଞ୍ଚ କରିଥିଲେ । ହେଲେ ସଠିକ୍‌ ପ୍ରମାଣପତ୍ର ନଥିବାରୁ ଥାନା ଅଧିକାରୀ ଗାଡ଼ିଟିକୁ ଅଟକାଇଥିଲେ । ଏହାପରେ ଗାଡିଟିକୁ ଥାନାକୁ ଆଣିବା ସହିତ ଗାଡିର ଚାଳକ ଅଭିଯୁକ୍ତ ଅଜୟକୁ ଗିରଫ କରିଥିଲେ ।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories