ଗୁଣପୁର: ରାୟଗଡ଼ା ଜିଲା ରାମନାଗୁଡ଼ା ବ୍ଲକ ପୁରୁଣାସେରେମା ଗ୍ରାମ ନିକଟରେ ଥିବା ଏକ ପରିତ୍ୟକ୍ତ କୁଅରେ ୧୨ଟି ମେଣ୍ଢା ଖସିପଡ଼ିଥିଲେ। ମେଣ୍ଢାଗୁଡ଼ିକ କୁଅରେ ପଡ଼ିଥିବା ଖବର ପାଇ ସ୍ଥାନୀୟ ଲୋକେ ଦମକଳ ବାହିନୀକୁ ସୂଚନା ଦେଇଥିଲେ। ଖବର ପାଇବା ପରେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ମେଣ୍ଢାଙ୍କୁ ଜୀବିତ ଉଦ୍ଧାର କରିଥିବା ଜଣାପଡ଼ିଛି। ମେଣ୍ଢାପଲ ଚରିବାକୁ ଯାଇଥିବାବେଳେ ହଠାତ ପରିତ୍ୟକ୍ତ କୁଅରେ ଖସିପଡ଼ିଥିବା ସୂଚନା ମିଳିଛି।
Popular Categories



