www.samajalive.in
Monday, December 15, 2025
27.1 C
Bhubaneswar

ତ୍ରିରଙ୍ଗା ପ୍ରତି ସମ୍ମାନ ଦେଖାଇବାରୁ ମୁସଲିମ୍‌ ଯୁବକମାନଙ୍କୁ ମୌଲବୀ ଏବଂ ତାଙ୍କରି ସମର୍ଥକଙ୍କ ଧମକ – ଭୟରେ କଲେ ଏପରି କାମ

ଅହମ୍ମଦାବାଦ- ତ୍ରିରଙ୍ଗାକୁ ସମ୍ମାନ ନ ଦେବା ପାଇଁ ଗୁଜୁରାଟ ପୋରବନ୍ଦରରେ ଜଣେ ମୌଲବୀ ଫତଓ୍ୱା ଜାରି କରିଥିଲେ । ମାତ୍ର ଏହାକୁ ତିନିଜଣ ମୁସଲିମ୍‌ ଯୁବକ ବିରୋଧ କରିଥିଲେ । ଦେଶଭକ୍ତି ହିଁ ସର୍ବଶ୍ରେଷ୍ଠ ଦେଶ ରହିଲେ ସମସ୍ତେ ରହିବେ ବୋଲି ସେମାନେ ସାମାଜିକ ଗଣମାଧ୍ୟମରେ କହିଥିଲେ । ତାଙ୍କରି ସମୁଦାୟର ଲୋକ ସେମାନଙ୍କୁ ଧମକ ଦେବା ସହ ପ୍ରତାଡିତ କରୁଥିବା ଏହି ତିନି ଯୁବକ ଇନଷ୍ଟାଗ୍ରାମରେ କହିବା ସହ, ଫିନାଇଲ୍‌ ପିଇ ଦେଇଛନ୍ତି ।

ମୌଲବୀ ଜଣଙ୍କ ଦେଶକୁ ଅସମ୍ମାନ କରିବାପରି ଫତଓ୍ୱା ଜାରି କରିଥିବା ଅଭିଯୋଗ ହୋଇଛି । ଏହାକୁ ଖାରିଜ କରିବା ବଦଳରେ ଦେଶପ୍ରେମ ଦେଖାଉଥିବା ମୁସଲିମ୍‌ ଯୁବକମାନଙ୍କ ଉପରେ ମୌଲବୀଙ୍କ ସମର୍ଥକ ନିର୍ଯାତନା ଆରମ୍ଭ କରିଥିବା ଅଭିଯୋଗ ହୋଇଛି । ଏହି ମୌଲାନାଙ୍କର ଅଡିଓ କ୍ଲିପ୍‌ ଏବଂ ବିଭିନ୍ନ ସମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେଉଛି ।

- Advertisement -

ମୌଲବୀ ଏହା ତାଙ୍କର ସ୍ୱର ନୁହେଁ ବୋଲି କହିଛନ୍ତି । ଏହାକୁ ଫୋରେନସିକ୍‌ ଯାଞ୍ଚ୍‌ ପାଇଁ ପଠାଯାଇଥିବା ପୋରବନ୍ଦରର ଏସ୍‌ପି ସୂଚନା ଦେଇଛନ୍ତି । ଏହି ଯୁବକମାନେ ଅଡିଓ କ୍ଲିପ୍‌ ବିରୋଧରେ ପ୍ରଦର୍ଶନ କରିଥିଲେ। ଏହା ପରେ ସେମାନଙ୍କ ନାମରେ ମୌଲବୀଙ୍କ ସମର୍ଥକ ଥାନାରେ ମାମଲା ରୁଜୁକରିଛନ୍ତି ଏହି ଯୁବକମାନେ ଆକ୍ରମଣ ପାଇଁ ଧମକ ଦେଇଥିବା ଅଭିଯୋଗ କରାଯାଇଛି । ମାତ୍ର ସେମାନଙ୍କ ନାଁରେ ମିଛରେ ମାମଲା ରୁଜୁ କରାଯିବା ସହ ସେମାନଙ୍କୁ ପ୍ରତାଡିତ କରାଯାଉଛି ବୋଲି ଯୁବକମାନେ କହିଛନ୍ତି ।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories