www.samajalive.in
Saturday, December 6, 2025
15.1 C
Bhubaneswar

ବୈଜ୍ଞାନିକ ଡ଼ ସୁଜିତ କୁମାର ମୁଖୀ ପୁରସ୍କୃତ

ଜି ଉଦୟଗିରି: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ଭୁବନେଶ୍ୱରର ୪୦ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେଇ ବୈଜ୍ଞାନିକ ଡ଼ ମୁଖୀଙ୍କୁ ସମ୍ମାନିତ କରିଛନ୍ତି।ବିବରଣୀରୁ ପ୍ରକାଶ ଯେ କନ୍ଧମାଳ ଜିଲ୍ଲା ଜି ଉଦୟଗିରି କୃଷି ବିଜ୍ଞାନ କେନ୍ଦ୍ରର ଡ ସୁଜିତ କୁମାର ମୁଖି ଓଡିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟ ଭୁବନେଶ୍ୱରରୁ ମୂର୍ତ୍ତିକା ବିଜ୍ଞାନ ଓ କୃଷି ରସାୟନରେ ସମ୍ମାନ ସୂଚକ ଡକ୍ଟରେଟ୍ ଉପାଧି ଫେବୃଆରୀ ୨୦୨୩ ଲାଭ କରିଥିବା ବେଳେ ଚଳିତ ୪୦ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଷ୍ଟ୍ରପତି ମୁଖିଙ୍କୁ ସମ୍ମାନିତ କରିଥିଲେ। ସୁଜିତ ମୁଖୀ ଏଥି ପାଇଁ ବାପା ସ୍ୱର୍ଗତଃ ଭାସ୍କର ମୁଖୀ, ମାଆ ଛବି ମୁଖୀ, ଧର୍ମପତ୍ନୀ ସରିତା ମୁଦାଲି, ଝିଅ ଆୟୁସି ମୁଖୀ ଓ ପ୍ରଫେସର ଡ କୁମ୍ଭକର୍ଣ୍ଣ ରାଉତଙ୍କୁ ଶ୍ରେୟ ଦେବା ସହ ମୁଖୀ ନିଜେ କଟକ ଜିଲ୍ଲା ନିଆଳି ବ୍ଲକ ଅନ୍ତର୍ଗତ ମହଙ୍ଗପଦା ଗ୍ରାମନିବାସୀ ଅଟନ୍ତି।

ନୂଆବର୍ଷ ୨୦୨୫ରେ ଅତ୍ୟନ୍ତ ଦୁର୍ଲ୍ଲଭ ଯୋଗ: ଏହି ରାଶି ହେବେ ମାଲାମାଲ୍‌, ଭାଗ୍ୟଶାଳୀ..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories