www.samajalive.in
Sunday, December 14, 2025
26.1 C
Bhubaneswar

ଓମ ଅର୍ଗାନିକ କଟନ ପ୍ରାଇଭେଟ ଲିମିଟେଡ଼ ଉପରେ ଜିଏସଟି ଚଢ଼ାଉ 

କଣ୍ଟାବାଞ୍ଜି: ଓମ ଅର୍ଗାନିକ କଟନ ପ୍ରାଇଭେଟ ଲିମିଟେଡ଼ ଉପରେ ଜିଏସଟି ଚଢ଼ାଉ। ଭବାନୀପାଟଣା ରେଞ୍ଜ ର ୧୨ ଜଣ ଅଧିକାରୀ ଙ୍କ ସହ ପୁଲିସ ଫୋର୍ସ ଏକକାଳୀନ ଚଢାଉ କରିଛନ୍ତି।  ବଲାଙ୍ଗୀର ଏନ୍ଫୋର୍ସ ମେଣ୍ଟୟୁନିଟ ର ବାଣିଜ୍ୟକର ଏବଂ ଦ୍ରବ୍ୟକର ଓ ସେବାକର ଉପ ଆଯୁକ୍ତ କିଶୋର ମେହେର ଙ୍କ ନେତୃତ୍ୱରେ ବଲାଙ୍ଗୀର କାର୍ଯ୍ୟାଳୟ ଏସିସିଟି ରାଜେନ୍ଦ୍ର ନାୟକ, ଜିତେନ୍ଦ୍ରିୟ ବାଗ ସହକାରୀ ଟ୍ୟାକ୍ସ ଅଧିକାରୀ, ସରୋଜ କୁମାର ବେରିଆ ସହକାରୀ ରାଜ୍ୟ ଟିକସ ଅଧିକାରୀ, ଭବାନୀ ପାଟଣା ରେଞ୍ଜ ର ଏଚ. କେ ସାହୁ ଏବଂ ପ୍ରେମାନନ୍ଦ ନନ୍ଦ ଉଭୟ ରାଜ୍ୟ ଟିକସ ଅଧିକାରୀ ଙ୍କ ସହ କାର୍ଯ୍ୟଳୟ ର କର୍ମଚାରୀ ପ୍ରମୂଖ ଏହି ଚଢାଉରେ ସାମିଲ ଥିଲେ।

Hot this week

ନୀତିନ ନବୀନ ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି  ଭାବରେ ନୀତିନ ନବୀନ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

Related Articles

Popular Categories