www.samajalive.in
Sunday, December 14, 2025
19.1 C
Bhubaneswar

ବିବାହ ଉତ୍ସବରେ ନାଚିଲେ ବର, ଭିଡିଓ ଦେଖିଲେ ହସି ହସି ଗଡିବେ…

ନୂଆଦିଲ୍ଲୀ : ବିବାହ ଉତ୍ସବରେ ନାଚ ଗୀତ ଆଦି ହୋଇଥାଏ । ଆଉ ଯଦି ଏହି ନାଚ ଗୀତରେ ବର-କନ୍ୟା ସାମିଲ ହୋଇଯିବେ ତେବେ ଖୁସି ଆହୁରି ବଢିଯାଏ । କିନ୍ତୁ ବେଳେବେଲେ ଡ୍ୟାନ୍ସରେ ଏମିତି ଟ୍ବିଷ୍ଟ ଆସେ ଯାହା ସମସ୍ତଙ୍କୁ ହସର ଖୋରାକ ଯୋଗାଏ । ବିବାହ ଉତ୍ସବରେ ବର-କନ୍ୟାଙ୍କ ଏମିତି ଏକ ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ  ହେବାରେ ଲାଗିଛି ଯାହାକୁ ଦେଖି ଲୋକେ ହସି ହସି ଗଡୁଛନ୍ତି ।

 

- Advertisement -

ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର ହୋଇଛି ଯେଉଁଥିରେ ବର-କନ୍ୟା ନିଜ ବିବାହରେ ଡ୍ୟାନ୍ସ କରୁଥିବା ନଜର ଆସୁଛନ୍ତି । ବର ଏମିତି ଷ୍ଟେପ୍ କରି ନାଚୁଛନ୍ତି ଯାହା ଦେଖି ସମସ୍ତେ ହସୁଛନ୍ତି । ସେ ସ୍କୁଲରେ ଡ୍ରିଲ୍ କଲା ଭଳି ନାଚୁଛନ୍ତି । ଏହା ପରେ ତାଙ୍କ ସାଙ୍ଗ ତାଙ୍କ ସହିତ ତାଳ ଦେଇ ନାଚୁଛନ୍ତି ।

ଭିଡିଓକୁ ଇନଷ୍ଟାଗ୍ରାମରେ ୯.୭ ମିଲିୟନରୁ ଅଧିକ ଭ୍ୟୁଜ୍ ମିଳିସାରିଲାଣି ଏବଂ ୨ ଲକ୍ଷ ୭୫ ହଜାର ଲାଇକ୍ସ ମିଳିସାରିଛି । ଭିଡିଓକୁ ଦେଖି ଲୋକେ ମଜାଦାର କମେଣ୍ଟସ ଦେଉଛନ୍ତି । ଜଣେ ଲେଖିଛନ୍ତି କି ଲାଗୁଛି ସେ ସ୍କୁଲର ଖେଳ ଶିକ୍ଷକ ହୋଇଥିବେ । ଆଉ ଜଣେ ଲେଖିଛନ୍ତି କି ସେ ୧୦ ଥରରୁ ଅଧିକ ଥର ଏହି ଭିଡିଓକୁ ଦେଖି ସାରିଲେଣି ତଥାପି ସେ ଥକୁନାହାଁନ୍ତି । ଯେତେଥର ଦେଖୁଛନ୍ତି ସେତେଥର ସେ ହସୁଛନ୍ତି ବୋଲି ସେ ଲେଖିଛନ୍ତି ।

Hot this week

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

Related Articles

Popular Categories