www.samajalive.in
Saturday, December 6, 2025
26.1 C
Bhubaneswar

ଶୋଇଥିବା ବେଳେ ଘରୁ ଟଙ୍କା, ସୁନା ଓ ରୂପା ଲୁଟିଲେ ଦୁର୍ଵୃତ୍ତ

ଗୋପାଳପୁର : ଗୋପାଳପୁର ଥାନା ଅନ୍ତର୍ଗତ ନାରାୟଣପୁର ଗାଁରେ ଲୁଟ୍ ଅଭିଯୋଗ ହୋଇଛି।  ଘରେ ଶୋଇଥିବା ବେଳେ ଘରୁ ଟଙ୍କା, ସୁନା ଓ ରୂପା ଚୋରି କରି ନେଇଛନ୍ତି ଦୁର୍ବୁତ୍ତ। ସୂଚନା ମୂତାବକ ଗତକାଲି ରାତିରେ ନାରାୟଣପୁର ଗାଁରେ ରହୁଥିବା ଏନ. ସାବିତ୍ରୀ ଦେବୀ ଓ ତାଙ୍କ ପରିବାର ଲୋକେ  ଘରେ ଶୋଇଥିବା ସମୟରେ ଦୁର୍ଵୃତ୍ତ ମାନେ ଘର ବାରିପଟ ଗ୍ରିଲ ଭାଙ୍ଗି ଘରେ ପଶି ଶୋଇଥିବା ରୁମକୁ ବାହାର ପଟୁ ଲକ କରି ଦେଇଥିଲେ । ପରେ ଆଲମିରା ଭାଙ୍ଗି ସେଥିରେ ଥିବା ସୁନା କାନ ଫୁଲ, ରୂପା ପାଉଜି, ହାତ ଘଣ୍ଟା, ନଗଦ ୧୫ ହଜାର ଟଙ୍କା  ଚୋରି କରିନେଇଥିବା ଥାନାରେ ଅଭିଯୋଗ କରିଥିଲେ। ପରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories