www.samajalive.in
Saturday, December 6, 2025
17.1 C
Bhubaneswar

୪୦୦ ବର୍ଷ ପରେ ଶନି ଓ ବୃହଷ୍ପତି ମହାମିଳନ, ଗୁଗୁଲ ତିଆରି କଲା ସ୍ବତନ୍ତ୍ର ଡୁଡଲ

ନୂଆଦିଲ୍ଲୀ: ଗୁଗୁଲ ଆଜି ଏକ ସ୍ୱତନ୍ତ୍ର ଡୁଡଲ ତିଆରି କରିଛି। ଆମେରିକାର ସ୍ପେସ୍ ଏଜେନ୍ସି ନାସା ସହଯୋଗରେ ଗୁଗୁଲ ଏହି ଡୁଡଲ ତିଆରି କରିଛି। ଏହି ଆନିମେଟେଡ୍ ଡୁଡଲ୍ ଶୀତକାଳୀମ ସଂକ୍ରାନ୍ତିର ଉତ୍ସବ ପାଳନ କରିଥାଏ । ଏଥିରେ ପରାମର୍ଶ ଦିଆଯାଇଛି ଯେ, ୪୦୦ବର୍ଷ ପରେ ଘଟିବାକୁ ଯାଉଥିବା ଶନି ଓ ବୃହଷ୍ପତି ମହାମିଳନର ଏହି ବିରଳ ଦୃଶ୍ୟ ଉପରେ ସମସ୍ତେ ଦୃଷ୍ଟି ରଖିବା ଉଚିତ୍ ।

୪୦୦ବର୍ଷ ପରେ ବୃହଷ୍ପତି ଓ ଶନିଙ୍କର ମହାମିଳନ ଆଜି ଘଟିବାକୁ ଯାଉଛି। ସନ୍ଧ୍ୟା ସମୟରେ ଏହି ଦୁଇ ଗ୍ରହ ପରସ୍ପରର ଖୁବ ନିକଟରେ ଦେଖାଯିବେ। ସୂର୍ଯ୍ୟୋଦୟ ହେବାର ଏକ ଘଣ୍ଟା ପରେ ପଶ୍ଚିମ ଦିଗବଳୟ ଉପରେ ଏକତ୍ର ଦେଖାଯିବେ। ସେମାନଙ୍କ ତରେ ୦.୫ ଡିଗ୍ରୀ ଅର୍ଥାତ ଗ୍ରହ ଦୁଇଟି ଭିତରେ ଏକ ପୂର୍ଣ୍ଣଚନ୍ଦ୍ର ଆକାରର ୫ ଭାଗରୁ କମ ହେବ । ଭାରତ ସମେତ ଓଡିଶାର ସବୁ ସ୍ଥାନରୁ ଏହାକୁ ଖାଲି ଆଖିରେ ଦେଖିହେବ ।

- Advertisement -

 

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories