www.samajalive.in
Sunday, December 7, 2025
23.1 C
Bhubaneswar

ସୁନା ଦାମ୍‌ ଜାଣି ମୁଣ୍ଡରେ ଦେବେ ହାତ; ପୁଣି ଏତେ ବଢିଲା ଦାମ୍‌

ଭୁବନେଶ୍ୱର : ଚିନ୍ତା ବଢାଇଲା ବଢୁଥିବା ସୁନା ଦର । ଭାଙ୍ଗି ଚାଲିଛି ସବୁ ରେକର୍ଡ । ନିୟମିତ ବଢୁଛି ଦାମ୍‌ ।

ଅଗଷ୍ଟ ୩୦ ଅର୍ଥାତ୍‌ ଶନିବାର ପୁଣି ବଢିଲା ସୁନା ଦାମ୍‌ । ୨୪ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୧,୦୪,୯୫୦ ଟଙ୍କା ରହିଛି । ଗତକାଲି ୧,୦୩,୩୧୦ ଟଙ୍କା ଥିଲା । ଏଥିରେ ୧,୬୪୦ ଟଙ୍କା ବୃଦ୍ଧି ପାଇଛି ।

- Advertisement -

୨୨ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୯୬,୨୦୦ ଟଙ୍କା ରହିଛି । ଗତକାଲି ୯୪,୭୦୦ ଟଙ୍କା ଥିଲା । ଏଥିରେ ୧,୫୦୦ ଟଙ୍କା ବୃଦ୍ଧି ହୋଇଛି ।

୧୮ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦର ୭୮,୭୧୦ ଟଙ୍କା ରହିଛି । ଗତକାଲି ୭୭,୪୮୦ ଟଙ୍କା ଥିଲା । ଏଥିରେ ୧,୨୩୦ ଟଙ୍କା ବୃଦ୍ଧି ହୋଇଛି ।

ସେହିପରି ରୁପା ଦାମ୍‌ ମଧ୍ୟ ବୃଦ୍ଧି ପାଇଛି । ୧୦୦ ଗ୍ରାମ୍‌ ରୁପା ଦାମ୍‌ ୧୩,୧୦୦ ଟଙ୍କା ରହିଛି । ଗତକାଲି ୧୨,୯୯୦ ଟଙ୍କା ଥିଲା । ଏଥିରେ ୧୧୦ ଟଙ୍କା ବୃଦ୍ଧି ହୋଇଛି ।

ସିଂହ ରାଶିରେ ତ୍ରିଗ୍ରହୀ ପୁଣି ବୁଦ୍ଧାଦିତ୍ୟ ରାଜଯୋଗ; ଏହି ରାଶିଙ୍କୁ ଧନ ଠାରୁ ଆରମ୍ଭ କରି ପ୍ରେମରେ ମିଳିବ ସଫଳତା..

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories