www.samajalive.in
Saturday, December 6, 2025
15.1 C
Bhubaneswar

ବଢିଲା ସୁନା ଦର: ୧୦ ଗ୍ରାମ ପିଛା ୬୬ହଜାର ପାର

ସମାଜ ଡିଜିଟାଲ ଡେସ୍କ: ପୁଣି ବଢିଲା ସୁନା ଓ ରୂପା ଦର। ଗତ ସପ୍ତାହରେ ସୁନା ଓ ରୂପା ଅଳଙ୍କାର ମୂଲ୍ୟ ବୃଦ୍ଧି ଘଟିଥିବା ବେଳେ ସୋମବାର ସକାଳେ ୨୨କ୍ୟାରେଟ ସୁନାର ମୂଲ୍ୟ ୬୦,୭୨୯ ଟଙ୍କା ଥିବାବେଳେ ୨୪କ୍ୟାରେଟ ସୁନାର ମୂଲ୍ୟ ୬୬, ୨୫୦ଟଙ୍କା ହୋଇଛି। ଦିଲ୍ଲୀରେ ୨୨କ୍ୟାରେଟ ସୁନା ଦର ୬୦, ୫୪୬ ଟଙ୍କା ଏବଂ ୨୪ କ୍ୟାରେଟ୍‌‌ ସୁନା ୧୦ ଗ୍ରାମ ପ୍ରତି ୬୬,୦୫୦ ଟଙ୍କା ହୋଇଛି। ମୁମ୍ବାଇରେ ୨୨ କ୍ୟାରେଟ୍‌‌ ସୁନା ମୂଲ୍ୟ ୬୦,୬୪୭ ଟଙ୍କା ଏବଂ ୨୪ କ୍ୟାରେଟ ସୁନା ୧୦ଗ୍ରାମ ୬୬,୧୬୦ ଟଙ୍କା ରହିଛି। ସେହିପରି ରୂପା କିଲୋଗ୍ରାମ ପିଛା ୭୪ହଜାର ୦୫୦ ଟଙ୍କା ହୋଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories