www.samajalive.in
Monday, December 15, 2025
26.1 C
Bhubaneswar

ଖୁସି ଖବର: ସୁନା କିଣିବେ କି ? ୬ ହଜାର ପର୍ଯ୍ୟନ୍ତ ଶସ୍ତା ହେଲା…

ମୁମ୍ବଇ : ସୁନା କିଣିବାକୁ ଚିନ୍ତା କରୁଛନ୍ତି କି? ଆପଣଙ୍କ ପାଇଁ ଖୁସି ଖବର। ଗୁରୁବାର ୧୩ ଜୁନ୍ ୨୦୨୪ରେ ସୁନା ଜୁନ୍ ୧୨ ଅପେକ୍ଷା ୬ ଶହ ଟଙ୍କା ପ୍ରତି ୧୦ ଗ୍ରାମ ପର୍ଯ୍ୟନ୍ତ ଶସ୍ତା ହୋଇଛି। ୧୦୦ ଗ୍ରାମ୍ ପ୍ରତି ସୁନା ୬ ହଜାର ପର୍ଯ୍ୟନ୍ତ ଶସ୍ତା ହୋଇଛି।

ସେହିପରି ଗୁରୁବାର ୧୩ ଜୁନ୍ ୨୦୨୪ରେ ରୁପା ଦାମ୍ ମଧ୍ୟ ୨,୦୦୦ ଟଙ୍କା ପର୍ଯ୍ୟନ୍ତ କମିଛି। ରୁପାର ଦାମ୍ ୨୦୦୦ ଟଙ୍କା ପର୍ଯ୍ୟନ୍ତ ଶସ୍ତା ହୋଇଛି। ରୁପାର ଦାମ୍ ବର୍ତ୍ତମାନ ୮୮,୫୦୦ ଟଙ୍କା ପ୍ରତି କିଲୋଗ୍ରାମ ରହିଛି।

- Advertisement -

ଏମସିଏକ୍ସରେ (Multi Commodity Exchange) ରୁପାର ଦାମ୍ ଖୁବ୍ ଶସ୍ତା ହୋଇଥିବା ଦେଖାଯାଇଛି। ଏହା ଜୁନ୍ ୧୨ ତୁଳନାରେ ୧୯୨୧ ଟଙ୍କା ପ୍ରତି କିଲୋଗ୍ରାମ୍ ପର୍ଯ୍ୟନ୍ତ ଶସ୍ତା ହୋଇ ୮୮,୫୨୪ ଟଙ୍କା ପ୍ରତି କିଲୋଗ୍ରାମରେ ପହଞ୍ଚିଛି।

ଗୁରୁବାର ଏମସିଏକ୍ସରେ ସୁନା ପ୍ରାୟ ୫୮୨ ଟଙ୍କା ଶସ୍ତା ହୋଇ ୭୧,୩୮୮ ଟଙ୍କାରେ ପହଞ୍ଚିଛି। ବୁଧବାର ସୁନା ଦାମ୍ ୭୧,୯୭୦ ଟଙ୍କା ଥିଲା। ବିଦେଶରେ ମଧ୍ୟ ସୁନା-ରୁପା ଦାମ୍ ଶସ୍ତା ହୋଇଥିବା ରେକର୍ଡ କରାଯାଇଛି।

ଦିଲ୍ଲୀରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୭୨,୩୧୦ ଟଙ୍କାରେ ଏବଂ ରୁପା କିଲୋଗ୍ରାମରେ ୯୫,୨୦୦ ଟଙ୍କାରେ ବିକ୍ରି ହେଉଛି।

ଚେନ୍ନାଇରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୭୨,୬୬୦ ଟଙ୍କାରେ ଏବଂ ରୁପା କିଲୋଗ୍ରାମରେ ୯୫,୨୦୦ ଟଙ୍କାରେ ବିକ୍ରି ହେଉଛି ।

ମୁମ୍ବାଇରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୭୨,୧୬୦ ଟଙ୍କାରେ ଏବଂ ରୁପା କିଲୋଗ୍ରାମରେ ୯୦,୭୦୦ ଟଙ୍କାରେ ବିକ୍ରି ହେଉଛି।

ପାଟନାରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୭୨,୨୧୦ ଟଙ୍କାରେ ଏବଂ ରୁପା କିଲୋଗ୍ରାମରେ ୯୦,୭୦୦ ଟଙ୍କାରେ ବିକ୍ରି ହେଉଛି ।

ପୁଣେରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୭୨,୧୬୦ ଟଙ୍କାରେ ଏବଂ ରୁପା କିଲୋଗ୍ରାମରେ ୯୦,୭୦୦ ଟଙ୍କାରେ ବିକ୍ରି ହେଉଛି।

କୋଲକାତାରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୭୨,୧୬୦ ଟଙ୍କାରେ ଏବଂ ରୁପା କିଲୋଗ୍ରାମରେ ୯୦,୭୦୦ ଟଙ୍କାରେ ବିକ୍ରି ହେଉଛି।

ନୋଏଡାରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୭୨,୩୧୦ ଟଙ୍କାରେ ଏବଂ ରୁପା କିଲୋଗ୍ରାମରେ ୯୦,୭୦୦ ଟଙ୍କାରେ ବିକ୍ରି ହେଉଛି ।

ଲକ୍ଷ୍ନୌରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୭୨,୩୧୦ ଟଙ୍କାରେ ଏବଂ ରୁପା କିଲୋଗ୍ରାମରେ ୯୦,୭୦୦ ଟଙ୍କାରେ ବିକ୍ରି ହେଉଛି ।

ଜୟପୁର ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୭୨,୩୧୦ ଟଙ୍କାରେ ଏବଂ ରୁପା କିଲୋଗ୍ରାମରେ ୯୦,୭୦୦ ଟଙ୍କାରେ ବିକ୍ରି ହେଉଛି ।

ଗୁରୁଗ୍ରାମରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୭୨,୩୧୦ ଟଙ୍କାରେ ଏବଂ ରୁପା କିଲୋଗ୍ରାମରେ ୯୦,୭୦୦ ଟଙ୍କାରେ ବିକ୍ରି ହେଉଛି ।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories